puri

PURI CALLING | ବଦଳିଛି ପୁରୀ ବେଳାଭୂମିର ରଙ୍ଗ

ବଦଳିଛି ପୁରୀ ବେଳାଭୂମିର ରଙ୍ଗ । ଏ ଚିତ୍ର ହିଁ କହୁଛି କେତେ ଅଧିକ ସୁନ୍ଦର ହୋଇଛି ଆମ ପୁରୀ ସମୁଦ୍ରକୂଳ । ମାତ୍ର ଆଉ କିଛିଦିନ…ଲୋକାର୍ପିତ ହେବ ପୁରୀର ନୂଆ ବେଳାଭୂମିର ରୂପ । ସେଥିପାଇଁ ତ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚ ଏବେ ଗୋ ଗୋଆ ନୁହେଁ, ପର୍ଯ୍ୟଟକଙ୍କ ପସନ୍ଦ ହେବ ପୁରୀ । ଖୁବଶୀଘ୍ର ଗୋଆକୁ ଟପିଯିବ ପୁରୀ ‘ବ୍ଲୁ ଫ୍ଲାଗ୍‌ ବିଚ୍‌’, ଏଠାରେ ଅନ୍ତର୍ଜାତୀୟ ବେଳାଭୂମିର ଅନୁଭବ ନେବେ ପର୍ଯ୍ୟଟକ । […]

PURI CALLING | ବଦଳିଛି ପୁରୀ ବେଳାଭୂମିର ରଙ୍ଗ Read More »

PURI LOCKDOWN

ପୁରୀରେ ‘ଲକଡାଉନ୍’ ବାହାର ଜିଲ୍ଲାର ଗାଡ଼ିକୁ ପୁରୀ ଭିତରକୁ ଛଡ଼ାଯାଉନି, କେବଳ ସ୍ବର୍ଗଦ୍ବାର ଯିବାକୁ ଅନୁମତି ପୁରୀ ସହରକୁ ୩ଟି ଜୋନ୍ ଓ ୬ଟି ସେକ୍ଟରରେ ବିଭକ୍ତ କରାଯାଇଛି ପ୍ରତି ଜୋନ ପାଇଁ ଜଣେ ଡିଏସପି ରହିଛନ୍ତି ପ୍ରତି ସେକ୍ଟର ଦାୟିତ୍ବରେ ଜଣେ ଇନଲପେକ୍ଟର ରହିଛନ୍ତି ପୁରୀ ପୋଲିସ ୨୬ଟି ବ୍ଲକିଂ ପଏଣ୍ଟରେ ଚେକିଂ କରାଯାଉଛି ସମସ୍ତ ଖୋଲାଥିବା ଅନାବଶ୍ୟକ ଦୋକାନକୁ ବନ୍ଦ କରାଯାଉଛି ପୁରୀରେ ବସ୍ ଚଳାଚଳ ପ୍ରାୟତଃ ବନ୍ଦ ରହିଛି ପରିବା ବଜାରରେ ଲୋକ

PURI LOCKDOWN Read More »

Marine Drive-Eco Retreat

ଡିସେମ୍ବର ୧୪ରୁ ଜାନୁଆରୀ ୧୪ ଇକୋ-ରିଟ୍ରିଟ୍‌ । ରାନ୍‌ ଉତ୍ସବ ଢଙ୍ଗରେ ଓଡ଼ିଶାରେ ହେଉଛି ଆନ୍ତର୍ଜାତିକ କୋଷ୍ଟାଲ ଫେଷ୍ଟିଭାଲ । ଏଥିରେ ଦେଶ,ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖେଳ, ଖାଦ୍ୟ ଓ ଆଡଭେନଚରର ପୂରା ବନ୍ଦୋବସ୍ତ କରାଯାଇଛି । ଏଠାରେ ଯଦି ଆପଣ ଗୋଟିଏ ଦିନ ରହିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ୯୦୦୦ରୁ ୨୮୦୦୦ ଟଙ୍କା ଦେବାକୁ ପଡ଼ିବ । ପାଇଁ ୯ ହଜାର ଟଙ୍କାରୁ ୨୮ ହଜାର ଟଙ୍କା ପର୍ଯ୍ୟନ୍ତ ।ଏଥିରେ ଆପଣଙ୍କୁ ଫୁଡ୍,

Marine Drive-Eco Retreat Read More »

ଲାଗି ହେଲା ୬୭୫ ପ୍ରକାରର ବ୍ୟଞ୍ଜନ

ଲାଗି ହେଲା ୬୭୫ ପ୍ରକାରର ବ୍ୟଞ୍ଜନ l ବ୍ୟଞ୍ଜନ ଦ୍ବାଦଶୀରେ ଶ୍ରୀମନ୍ଦିର ରାଧାକୃଷ୍ଣ ମନ୍ଦିରରେ ଲାଗି ହୋଇଛି ୬୭୫ ପ୍ରକାରର । ମାର୍ଗଶୀର ଶୁକ୍ଲପକ୍ଷ ଦ୍ବାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳନ କରାଯାଏ ବ୍ୟଞ୍ଜନ ଦ୍ବାଦଶୀ । ଏହି ଅବସରରେ ଶ୍ରୀମନ୍ଦିର ଭିତରେ ଥିବା ରାଧାକୃଷ୍ଣ ମନ୍ଦିରରେ ବିଭନ୍ନ ପ୍ରକାରର ବ୍ୟଞ୍ଜନ ତିଆରି କରିବାର ପରଂପରା ରହିଛି । ଗୌଡୀୟ ଓ ବୈଷ୍ଣବ ସଂପ୍ରଦାୟ ମଠମାନଙ୍କରେ ଅନେକ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ l ଏହାସହ ରାଧା କୃଷ୍ଣଙ୍କ

ଲାଗି ହେଲା ୬୭୫ ପ୍ରକାରର ବ୍ୟଞ୍ଜନ Read More »