explore times

Sweet Shops Can Remain Open For 4 hours

୪ ଘଣ୍ଟା ଖୋଲା ରହିବ ମିଠା ଦୋକାନ ଲକଡାଉନ ସମୟରେ ବି ଖୋଲା ରହିବ ମିଠା ଦୋକାନ | ତେବେ ଦିନକୁ ମାତ୍ର ୪ ଘଣ୍ଟା | ଦିନ ୧୨ରୁ ୪ଟା ପର୍ଯ୍ୟନ୍ତ | ଏଭଳି ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର | ତେବେ ଦୋକାନ ଖୋଲା ଥିବା ସମୟରେ ଦୋକାନରେ ୨ ରୁ ଅଧିକ କର୍ମଚାରୀ ରହିପାରିବେ ନାହିଁ | ସେହିପରି ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତାକୁ ରଖିବାକୁ କଡ଼ା ନିର୍ଦ୍ଦେଶ ରହିଛି । ତେବେ […]

Sweet Shops Can Remain Open For 4 hours Read More »

BASANTI DURGA PUJA CUTTACK 2020

ବାସନ୍ତୀ ଦୁର୍ଗାପୂଜା କଟକ “ଦଶହରା” କହିଲେ ଆଶ୍ୱିନ ମାସରେ ପାଳିତ ହେଉଥିବା ଦୁର୍ଗାପୂଜାକୁ ବୁଝାଏ । ଏହା ଦଶ ଅହୋରାତ୍ର ଧରି ପାଳିତ ହେଉଥିବାରୁ ଏହାକୁ ମଧ୍ୟ ଦଶହରା କୁହାଯାଏ । ଅନ୍ୟଟି ଚୈତ୍ରମାସର ଶୁକ୍ଳ ଦଶମୀ ଯାହାକୁ ବାସନ୍ତୀ ଦୁର୍ଗାପୂଜା କୁହାଯାଏ । ଜ୍ୟୈଷ୍ଠ ଶୁକ୍ଳ ଦଶମୀ ଦିନଟି ଗଙ୍ଗାମାତାଙ୍କୁ କେନ୍ଦ୍ରକରି ଗଙ୍ଗା ଦଶହରା ଭାବେ ପାଳନ କରାଯାଏ । ଦଶଦୋଷ ବା ପାପରୁ ଯିଏ ମୁକ୍ତକରାଏ ସିଏ ଦଶହରା । ଏହି ଦିନ ଗଙ୍ଗାଘାଟରେ ବୁଡ଼ ଦେଲେ ମନୁଷ୍ୟର ସମସ୍ତ ପାପ ଧୋଇ

BASANTI DURGA PUJA CUTTACK 2020 Read More »

ମହାକାଶରେ କିଏ କରିବ ଇଡଲି ସମ୍ବର?

ମହାକାଶରେ ମିଳିବ ଇଡଲି ସମ୍ବର, ଉପମା ଆଉ ହାଲୱା ଭେଜ ଆଉ ଅଣ୍ଡା ରୋଲ…. ପୁଲାଉ ସହ ନଡିଆ ଚଟଣୀ ବି ମିଳିବ ଖାଇବା ବି ପୂରା ଗରମାଗରମ ମିଳିବ ଆପଣ ଭାବୁଥିବେ ମହାକାଶରେ ଏମତି ଖାଇବା କିଏ ତିଆରି କରିବ? ମହାକାଶଚାରୀ ଏତେ ପ୍ରକାରର ଖାଇବା ନିଜ ସାଙ୍ଗର କେମିତି ନେବେ? ପୁଣି ଖାଇବାକୁ ଗରମ କେମିତି କରିବେ? ଖାଇବା ଖରାପ ହେଇଯିବନି ତ? କାରଣ ପୂର୍ବରୁ ତ ଏମିତି କେବେ ବି ଘଟନି ଏଭଳି

ମହାକାଶରେ କିଏ କରିବ ଇଡଲି ସମ୍ବର? Read More »

A fire has broken out at AIIMS’ Cardio-Thoracic Sciences Centre.

ଏମ୍ସରେ ଅଗ୍ନିକାଣ୍ଡ   ଦିଲ୍ଳୀସ୍ଥିତ ଏମ୍ସରେ ଅଗ୍ନିକାଣ୍ଡ । ହସ୍ପିଟାଲ୍‌ର କାର୍ଡିଓ ସାଇନ୍ସ ସେଣ୍ଟରରେ ଏହି ଅଗ୍ନିକାଣ୍ଡ ଘଟିଛି | କେହି ମୃତାହତ ‌ହୋଇନାହାନ୍ତି। ଏମ୍ସରେ ନିଆଁ ଲାଗିଥିବା ଖବର ମିଳିବା ପରେ ଘଟଣାସ୍ଥଳରେ ୧୦ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଆୟତ୍ତ କରିବାକୁ ଚେଷ୍ଟ। କରିଥିଲା| ପୂର୍ବରୁ ଗତ ଅଗଷ୍ଟ ମାସରେ ଏମ୍ସରେ ନିଆଁ ଲାଗିଥିଲା।

A fire has broken out at AIIMS’ Cardio-Thoracic Sciences Centre. Read More »

Odisha government schools to have ‘Spoken English’ from class I

ପ୍ରଥମରୁ ଇଂରାଜୀ ଓଡ଼ିଆ ସ୍କୁଲରେ ପ୍ରଥମରୁ ଇଂରାଜୀ | କେବଳ ପଢ଼ାହେବନି ସ୍ପୋକେନ ଇଂଲିଶ କ୍ଲାସ ମଧ୍ୟ ନିଆଯିବ | ସରକାରୀ ସ୍କୁଲକୁ ନୂଆ ରୂପ ଦେବାକୁ ରାଜ୍ୟ ସରକାରଙ୍କର ଏଭଳି ନିଆରା ଯୋଜନା | ଏହାସହ ରାଜ୍ୟର ସବୁ ଜିଲ୍ଲାରେ ୧୦୧ ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ସ୍କୁଲରେ ପ୍ରଥମ ଶ୍ରେଣୀରେ ସ୍ପୋକେନ ଇଂଲିଶ ପାଇଁ ନୂଆ ସେକ୍ସନ ମଧ୍ୟ କରାଯିବ ।

Odisha government schools to have ‘Spoken English’ from class I Read More »

BIRD FLU DETECTED IN BHUBANESWAR

ଭୁବନେଶ୍ବରରେ କୁକୁଡ଼ା ମରା ଭୁବନେଶ୍ବରରେ ବାର୍ଡ ଫ୍ଲୁ ଆତଙ୍କ | ଆଜିଠୁ ଓୟୁଏଟିରେ କୁକୁଡ଼ା ମରା ଅଭିଯାନ | କୁକୁଡ଼ା ମାରିବାକୁ ୧୨ଟି ରାପିଡ୍‌ ରେସ୍‌ପନ୍ସ ଟିମ୍‌ ନିୟୋଜିତ ହୋଇଛନ୍ତି | ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରେ ଥିବା କୁକୁଡ଼ା ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଆତଙ୍କ | ଲଗାତାର ତିନି ଦିନ ହେବ ଫାର୍ମରେ କୁକୁଡ଼ା‌ ମରୁଥିବା ଜଣାପଡ଼ିଥିଲା | ଯାହାକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଓୟୁଏଟିରୁ ୧

BIRD FLU DETECTED IN BHUBANESWAR Read More »

ଟ୍ରେଣ୍ଡି ଓ ଫଙ୍କି ଲୁକ୍ ପାଇଁ ପିନ୍ଧନ୍ତୁ ଇୟର କଫ୍

Snigdha Tripathy ଆଧୁନିକ ଯୁଗରେ ସୌନ୍ଦର୍ଯ୍ୟ ସଚେତନତା ବଢ଼ିଛି । ନିଜକୁ ଭିନ୍ନ ଭାବରେ ଉପସ୍ଥାପନ କରିବାକୁ ପ୍ରତିଯୋଗିତା ମଧ୍ୟ ବଢ଼ିବାରେ ଲାଗିଛି । ବର୍ତ୍ତମାନ ଇୟର କଫ୍ ଫ୍ୟାଶନ ପରିଧିକୁ ଆସି ଯୁବତୀଙ୍କୁ ଆକର୍ଷିତ କରୁଛି । କଫ୍ ଫ୍ୟାସନ ଏବେ ପାଲଟିଛି ଷ୍ଟାଇଲ ଟ୍ରେଣ୍ଡ । ତେବେ ରାଜଧାନୀର ତରୁଣୀ ମାନେ ଏହାକୁ କେତେ ଗ୍ରହଣ କରିଛନ୍ତି, ଚାଲନ୍ତୁ ନଜର ପକାଇବା….। ଇୟର କଫ୍ ଏକ ପ୍ରକାରର କାନ ଫୁଲ । ଯାହା କି

ଟ୍ରେଣ୍ଡି ଓ ଫଙ୍କି ଲୁକ୍ ପାଇଁ ପିନ୍ଧନ୍ତୁ ଇୟର କଫ୍ Read More »