odisha

Devi Darshan

ଦେବୀଦର୍ଶନ ମୁଁ ଗେଟ ଖୋଲୁ ଖୋଲୁ ବୃନୋ ମତେ କାକୁସ୍ଥ ହୋଇ ଚାହିଁଲା …ତା ପରେ ମୋ ଉପରକୁ କୁଦା ମାରି ମୋ ମୁହଁକୁ ଚାଟିବାରେ ଲାଗିଲା ….ମୁଁ ତଥାପି ଛୋଟେଇ ଛୋଟେଇ ଆଗକୁ ବଢିଲି …ବୃନୋ ମୋ ପାଦକୁ ତା ନଖରେ ରାମ୍ପୁଥାଏ …ପୁଣି ମୁହଁକୁ ଚାହୁଁଥାଏ… କିନ୍ତୁ ମୁଁ ସେମିତି ଚାଲିଥାଏ ….ସିଡିରେ ପାଦ ଦେଉ ଦେଉ …ଗେଟ ଖୋଲି ଦୌଡ଼ି ଆସି କକେଇ ପଚାରିଲେ -“କୁଆଡେ ଯାଇଥିଲୁ? ରାତି ଏଗାରଟା ହେଲାଣି?…ତୁ ଜାଣିଚୁ […]

Devi Darshan Read More »

Marine Drive-Eco Retreat

ଡିସେମ୍ବର ୧୪ରୁ ଜାନୁଆରୀ ୧୪ ଇକୋ-ରିଟ୍ରିଟ୍‌ । ରାନ୍‌ ଉତ୍ସବ ଢଙ୍ଗରେ ଓଡ଼ିଶାରେ ହେଉଛି ଆନ୍ତର୍ଜାତିକ କୋଷ୍ଟାଲ ଫେଷ୍ଟିଭାଲ । ଏଥିରେ ଦେଶ,ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖେଳ, ଖାଦ୍ୟ ଓ ଆଡଭେନଚରର ପୂରା ବନ୍ଦୋବସ୍ତ କରାଯାଇଛି । ଏଠାରେ ଯଦି ଆପଣ ଗୋଟିଏ ଦିନ ରହିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ୯୦୦୦ରୁ ୨୮୦୦୦ ଟଙ୍କା ଦେବାକୁ ପଡ଼ିବ । ପାଇଁ ୯ ହଜାର ଟଙ୍କାରୁ ୨୮ ହଜାର ଟଙ୍କା ପର୍ଯ୍ୟନ୍ତ ।ଏଥିରେ ଆପଣଙ୍କୁ ଫୁଡ୍,

Marine Drive-Eco Retreat Read More »

ଲାଗି ହେଲା ୬୭୫ ପ୍ରକାରର ବ୍ୟଞ୍ଜନ

ଲାଗି ହେଲା ୬୭୫ ପ୍ରକାରର ବ୍ୟଞ୍ଜନ l ବ୍ୟଞ୍ଜନ ଦ୍ବାଦଶୀରେ ଶ୍ରୀମନ୍ଦିର ରାଧାକୃଷ୍ଣ ମନ୍ଦିରରେ ଲାଗି ହୋଇଛି ୬୭୫ ପ୍ରକାରର । ମାର୍ଗଶୀର ଶୁକ୍ଲପକ୍ଷ ଦ୍ବାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳନ କରାଯାଏ ବ୍ୟଞ୍ଜନ ଦ୍ବାଦଶୀ । ଏହି ଅବସରରେ ଶ୍ରୀମନ୍ଦିର ଭିତରେ ଥିବା ରାଧାକୃଷ୍ଣ ମନ୍ଦିରରେ ବିଭନ୍ନ ପ୍ରକାରର ବ୍ୟଞ୍ଜନ ତିଆରି କରିବାର ପରଂପରା ରହିଛି । ଗୌଡୀୟ ଓ ବୈଷ୍ଣବ ସଂପ୍ରଦାୟ ମଠମାନଙ୍କରେ ଅନେକ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ l ଏହାସହ ରାଧା କୃଷ୍ଣଙ୍କ

ଲାଗି ହେଲା ୬୭୫ ପ୍ରକାରର ବ୍ୟଞ୍ଜନ Read More »