Marine Drive-Eco Retreat

ଡିସେମ୍ବର ୧୪ରୁ ଜାନୁଆରୀ ୧୪ ଇକୋ-ରିଟ୍ରିଟ୍‌ । ରାନ୍‌ ଉତ୍ସବ ଢଙ୍ଗରେ ଓଡ଼ିଶାରେ ହେଉଛି ଆନ୍ତର୍ଜାତିକ କୋଷ୍ଟାଲ ଫେଷ୍ଟିଭାଲ । ଏଥିରେ ଦେଶ,ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖେଳ, ଖାଦ୍ୟ ଓ ଆଡଭେନଚରର ପୂରା ବନ୍ଦୋବସ୍ତ କରାଯାଇଛି । ଏଠାରେ ଯଦି ଆପଣ ଗୋଟିଏ ଦିନ ରହିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ୯୦୦୦ରୁ ୨୮୦୦୦ ଟଙ୍କା ଦେବାକୁ ପଡ଼ିବ । ପାଇଁ ୯ ହଜାର ଟଙ୍କାରୁ ୨୮ ହଜାର ଟଙ୍କା ପର୍ଯ୍ୟନ୍ତ ।ଏଥିରେ ଆପଣଙ୍କୁ ଫୁଡ୍, […]

Marine Drive-Eco Retreat Read More »