ODISHA RECORDS HIGHEST SINGLE DAY SPIKE
ଆଜି ରାଜ୍ୟରୁ ରେକର୍ଡ ୩୩୭୧ କୋରୋନା ପଜିଟିଭ ଚିହ୍ନଟ। କ୍ବାରେଣ୍ଟାଇନରୁ ୨୦୫୩ ଓ ସ୍ଥାନୀୟ ଅଞ୍ଚଳରୁ ୧୩୧୮ ଆକ୍ରାନ୍ତ ଚିହ୍ନଟ। ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୬୦୨ରେ ପହଞ୍ଚିଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୪୭ , କଟକରୁ ୩୫୭ , ଗଞ୍ଜାମରୁ ୧୯୬ ଯାଜପୁରରୁ ୧୭୩, ନୟାଗଡ଼ ୧୭୧, ସୁନ୍ଦରଗଡ଼ ୧୫୪,ରାଯଗଡ଼ା ୧୪୬, ପୁରୀରୁ ୧୪୪ ଓ ସମ୍ବଲପୁରରୁ ଚିହ୍ନଟ ହୋଇଛନ୍ତି ୧୦୭ ପଜିଟିଭ । ଜଗତସିଂହପୁରରୁ ୯୫, ଝାରସୁଗୁଡ଼ାରୁ ୯୩, ମୟୂରଭଞ୍ଜରୁ ୯୨, କୋରାପୁଟରୁ […]
ODISHA RECORDS HIGHEST SINGLE DAY SPIKE Read More »