Naveen Patnaik Claps For #COVID19 Fighters

ଥାଳି ଓ ତାଳି ବଜାଇ ସମର୍ଥନ ଜଣାଇଲେ ନବୀନ

କରୋନା ପାଇଁ ଲଢୁଥିବା ହିରୋଙ୍କୁ ସଲାମ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଳି ଓ ଘଣ୍ଟ ବଜାଇ କରୋନା ବିପକ୍ଷରେ ଲଢୁଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଛନ୍ତି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଣ୍ଟ ଓ ଥାଳି ବଜାଇ ଡାକ୍ତର, ପୋଲିସ,ମିଡିଆ,ସଫେଇ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି | କରୋନା ମୁକାବିଲା ପାଇଁ ସାରା ଦେଶରେ ଜନତା କର୍ଫ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆହ୍ବାନ ଦେଇଥିଲେ | ସନ୍ଧ୍ୟା ୫ଟା ହେବା ମାତ୍ରେ ସାରା ଦେଶବାସୀ ଘଣ୍ଟ, ଥାଳି ଓ ତାଳି ବଜାଇ ଧନ୍ୟବାଦ ଜଣାଇଛନ୍ତି ।

Leave a Comment

Your email address will not be published. Required fields are marked *