CMC CUTTACK

CUTTACK IN SWACHA SURVEKHSHAN 2020

ସ୍ବଚ୍ଛ ସର୍ଭେକ୍ଷଣ ୨୦୨୦ରେ ସାରା ଦେଶରେ ୨୩୨ ନମ୍ବର ସ୍ଥାନରେ ରହିଛି କଟକ । ତେବେ ପୂର୍ବ ବର୍ଷ ସହ ତୁଳନା କରିଲେ ଭଲ ପ୍ରଦର୍ଶନ କରିଛି ସିଲଭର ସିଟି । ଆଉ ଏଥିପାଇଁ ସହରବାସୀ, କଟକ ମହାନଗର ନିଗମ ଓ ଖାସକରି ସିଏମସି କମିଶନର ଅନନ୍ୟା ଦାସଙ୍କ କଠିନ ପରିଶ୍ରମ ରହିଛି । ୨୦୧୮ରେ ୩୯୬, ୨୦୧୯ରେ ୩୭୪ ଓ ବର୍ତ୍ତମାନ ୨୩୨ ନମ୍ବର । ଏହି ତାଲିକାରେ କଟକ ପଛକୁ ରହିଛି ସ୍ମାର୍ଟସିଟି ଭୁବନେଶ୍ବର

CUTTACK IN SWACHA SURVEKHSHAN 2020 Read More »