ଲାଗି ହେଲା ୬୭୫ ପ୍ରକାରର ବ୍ୟଞ୍ଜନ

ଲାଗି ହେଲା ୬୭୫ ପ୍ରକାରର ବ୍ୟଞ୍ଜନ l ବ୍ୟଞ୍ଜନ ଦ୍ବାଦଶୀରେ ଶ୍ରୀମନ୍ଦିର ରାଧାକୃଷ୍ଣ ମନ୍ଦିରରେ ଲାଗି ହୋଇଛି ୬୭୫ ପ୍ରକାରର । ମାର୍ଗଶୀର ଶୁକ୍ଲପକ୍ଷ ଦ୍ବାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳନ କରାଯାଏ ବ୍ୟଞ୍ଜନ ଦ୍ବାଦଶୀ । ଏହି ଅବସରରେ ଶ୍ରୀମନ୍ଦିର ଭିତରେ ଥିବା ରାଧାକୃଷ୍ଣ ମନ୍ଦିରରେ ବିଭନ୍ନ ପ୍ରକାରର ବ୍ୟଞ୍ଜନ ତିଆରି କରିବାର ପରଂପରା ରହିଛି । ଗୌଡୀୟ ଓ ବୈଷ୍ଣବ ସଂପ୍ରଦାୟ ମଠମାନଙ୍କରେ ଅନେକ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ l ଏହାସହ ରାଧା କୃଷ୍ଣଙ୍କ […]

ଲାଗି ହେଲା ୬୭୫ ପ୍ରକାରର ବ୍ୟଞ୍ଜନ Read More »