INDRAJALA MAHURAT

‘ଇନ୍ଦ୍ରଜାଲ’ର ଶୁଭ ମହୁରତ

ଆର ଆର ଇଭେଂଟ୍ସ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚିତ୍ର “ଇନ୍ଦ୍ରଜାଲ” ର ଶୁଭ ମହୁରତ…ଫିଲ୍ମ ପ୍ରଯୋଜନା କରୁଛନ୍ତି ରମେଶ ବାରିକ | ନିର୍ଦେଶନା ଦେଉଛନ୍ତି ପିନୁଁ ନାୟକ | ଡ଼ଃ ନିର୍ମଳ ନାୟକଙ୍କ ଗୀତଗୁଡ଼ିକୁ ସଂଗୀତରେ ସଜାଇଛନ୍ତି ଅଭିଜିତ ମଜୁମଦାର | ଫିଲ୍ମର କ୍ରିଏଟିଭ ହେଡ ହେଉଛନ୍ତି ପ୍ରଣୟ ଜେଠୀ | ଇନ୍ଦ୍ରଜାଲ ଫିଲ୍ମର ଲିଡରେ ସମ୍ବିତ ଓ ଦେବଯାନୀ ରହିଛନ୍ତି ।ଅନ୍ୟାନ୍ୟ ଭୂମିକାରେ ତପି ମିଶ୍ର, ସୁଜିତ ପାଇକରାୟ, ପ୍ରଦ୍ୟୁମ୍ନ ଲେଙ୍କା, ମୁନମୁନ୍ ଖୁଣ୍ଟିଆ, ବନ୍ଦନା, ରାଜଲକ୍ଷ୍ମୀ, ମାନସ, କମଳ, ପୃଥ୍ୱୀରାଜ, ପିଙ୍କନ ଓ ଅସିତ ପ୍ରମୁଖଙ୍କୁ ଦେଖିବାକୁ ମିଳିବ ।

Leave a Comment

Your email address will not be published. Required fields are marked *