Science

୫ ମିନିଟରେ କରୋନା ଟେଷ୍ଟ | NOW MEDICAL DEVICE CAN DETECT CORONA VIRUS IN 5 MINUTES

ଜଣେ କରୋନାରେ ଆକ୍ରାନ୍ତ ନାଁ ନାହିଁ ? ଏ କଥା ଏବେ ମାତ୍ର ୫ ମିନିଟରେ ଜାଣିହେବ | ପରୀକ୍ଷା ପାଇଁ ଏଭଳି ଯନ୍ତ୍ର ପ୍ରସ୍ତୁତ କରିଛି ଆମେରିକାର ଆବୋଟ୍ ଲାବୋରଟରିଜ୍ । ଏହାର ଓଜନ ହାରାହରି ୩ କେଜି ରହିଛି | ଏହା ଦେଖିବାକୁ ଏକ ଛୋଟ ବାକ୍ସ ଭଳି । ଫଳରେ ଏହା ଯେ କୌଣସି ଡାକ୍ତରଖାନାରେ ରଖି ବ୍ୟବହାର କରିହେବ । ଏପ୍ରିଲ ୧ ତାରିଖରୁ ୫୦୦୦୦ ଯନ୍ତ୍ର ଯୋଗାଣ ଆରମ୍ଭ କରିବାକୁ

୫ ମିନିଟରେ କରୋନା ଟେଷ୍ଟ | NOW MEDICAL DEVICE CAN DETECT CORONA VIRUS IN 5 MINUTES Read More »

ମହାକାଶରେ କିଏ କରିବ ଇଡଲି ସମ୍ବର?

ମହାକାଶରେ ମିଳିବ ଇଡଲି ସମ୍ବର, ଉପମା ଆଉ ହାଲୱା ଭେଜ ଆଉ ଅଣ୍ଡା ରୋଲ…. ପୁଲାଉ ସହ ନଡିଆ ଚଟଣୀ ବି ମିଳିବ ଖାଇବା ବି ପୂରା ଗରମାଗରମ ମିଳିବ ଆପଣ ଭାବୁଥିବେ ମହାକାଶରେ ଏମତି ଖାଇବା କିଏ ତିଆରି କରିବ? ମହାକାଶଚାରୀ ଏତେ ପ୍ରକାରର ଖାଇବା ନିଜ ସାଙ୍ଗର କେମିତି ନେବେ? ପୁଣି ଖାଇବାକୁ ଗରମ କେମିତି କରିବେ? ଖାଇବା ଖରାପ ହେଇଯିବନି ତ? କାରଣ ପୂର୍ବରୁ ତ ଏମିତି କେବେ ବି ଘଟନି ଏଭଳି

ମହାକାଶରେ କିଏ କରିବ ଇଡଲି ସମ୍ବର? Read More »

ODISHA READY TI FIGHT WITH CORONA

ଓଡ଼ିଶାରେ କରୋନା ପାଇଁ ପ୍ରସ୍ତୁତି  ସାରା ବିଶ୍ବରେ କରୋନା ଭାଇରସ ଆତଙ୍କ | ଓଡ଼ିଶାରେ ବି ପ୍ରସ୍ତୁତି | ରାଜ୍ୟର ବିଭିନ୍ନ ହସ୍ପିଟାଲରେ କରାଯାଇଛି ଆଇସୋଲେସନ୍‌ ୱାର୍ଡ | ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ବିଜୁ ପଟ୍ଟନାୟକ ବିମାନବନ୍ଦରରୁ କେବଳ ମାଲେସିଆକୁ ସିଧାସଳଖ ବିମାନ ଯାଉଛି | ସେଥିପାଇଁ ମାଲେସିଆ ପଟୁ କରୋନା ଭୂତାଣୁ ଆସିବା ଆଶଙ୍କା ରହିଛି | ସେଥଇପାଇଁ ସମସ୍ତ ଜିଲ୍ଲାର ସିଡିଏମ୍‌ଓଙ୍କୁ ନେଇ କରୋନା ଭୂତାଣୁ ସଂପର୍କିତ ଆଲୋଚନା

ODISHA READY TI FIGHT WITH CORONA Read More »

Solar Eclipse and ‘Ring of Fire’

ଆଜି ୨୦୧୯ର ଶେଷ ସୂର୍ଯ୍ୟପରାଗ । ଏହା ଏକ ବିରଳ ସୂର୍ଯ୍ୟପରାଗ । କାରଣ ଏହି ସମୟରେ ଚନେଦେର ସଂପୂର୍ଣ୍ଣ ଭାବରେ ସୂର୍ଯ୍ୟ ଆଗରେ ରହିବ । ବାହାରକୁ କେବଳ ସୂର୍ଯ୍ୟଙ୍କର ବାହାର ବଳୟ ହିଁ ଦେଖାଯିବ । ଯାହାକି ଏକ ‘ରିଙ୍ଗ ଅଫ ଫାୟାର’ ବା ଅଗ୍ନି ବଳୟ ପରି ଦେଖାଯିବ । ଜ୍ୟୋତିର୍ବିଜ୍ଞାନୀଙ୍କ ଅନିସାରେ ଏହାର ନାଁ ଆନୁଲାର ସୋଲାର ଏକଲିପ୍ସ । ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶାରେ ମଧ୍ୟ ଏହା ଦେଖାଯିବ

Solar Eclipse and ‘Ring of Fire’ Read More »