24*7 CONTROLROOM FOR CORONA IN ODISHA Leave a Comment / CORONA #COVID19, News, ODISHA CORONA / By Kamalakanta Nayak ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ୨୧ ଦିନିଆ ଲକଡାଉନ୍ ପାଇଁ ରାଜ୍ୟ ସରକାର ଖୋଲିଲେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ । ୨୦୨୦ ମାର୍ଚ ୨୬ ତାରିଖରୁ ରାଜ୍ୟ ଗୃହ ବିଭାଗରେ ଏହି କଣ୍ଟ୍ରୋଲ୍ ରୁମ୍ ଦିନ ରାତି ୨୪ ଘଣ୍ଟା କାମ କରିବ | କଣ୍ଟ୍ରୋଲ୍ ରୁମର ନମ୍ବର ହେଉଛି: ୦୬୭୪-୨୩୯୨୧୧୫/ ୯୪୩୮୯୧୫୯୮୬ ଲକଡାଇନ ସମୟରେ ଲୋକମାନଙ୍କ ବିଭିନ୍ନ ସମସ୍ୟା ଉପରେ ନଜର ରଖିବାକୁ ରାଜ୍ୟ ସରକାରଙ୍କ ଏହି କଣ୍ଟ୍ରୋଲ୍ ରୁମ୍ । ଦେଶର ବିଭିନ୍ନ ଅଞ୍ଚଳରେ ରହୁଥିବା ବା ଫଶିଥିବା ଓଡ଼ିଆ ନିଜର ଅସୁବିଧା ଏହି କଣ୍ଟ୍ରୋଲ୍ ରୁମକୁ ଜଣାଇପାରିବେ । ଏହି କଣ୍ଟ୍ରୋଲ୍ ରୁମର ସାମଗ୍ରିକ କାର୍ଯ୍ୟଧାରା ଅମିତାଭ ଠାକୁର, ଆଇପିଏସ୍, ଆଇଜିପି ଅପରେସନ୍ ପର୍ଯ୍ୟବେକ୍ଷଣ କରିବେ ।