Tourist Sites In Odisha Close Doors To Visitors

ଖଣ୍ଡଗିରି, ଉଦୟଗିରି,ଧଉଳିଗିରି,କୋଣାର୍କ ବନ୍ଦ

କରୋନା ପାଇଁ ଚିନ୍ତା | ମାର୍ର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବନ୍ଦ ରହିବ | ଖଣ୍ଡଗିରି, ଉଦୟଗିରି ଓ ଧଉଳିଗିରି ଦର୍ଶକଙ୍କ ପାଇଁ ବନ୍ଦ ରହିବ| ସେହିପରି କୋଣାର୍କ ପରିଦର୍ଶନ ଉପରେ ୭ଦିନ ଯାଏ କଟକଣା ଲଗାଯାଇଛି | ଲିଙ୍ଗରାଜ ମନ୍ଦିରରେ ସେବାୟତ ଓ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବାହାରେ ସାନିଟାଇଜର ରଖାଯିବ ।

Leave a Comment

Your email address will not be published. Required fields are marked *