Indian Railways prepares to resume train services

୧୫ରୁ ପୁଣି ଆରମ୍ଭ ହେବ ରେଳ ସେବା! ଏପ୍ରିଲ୍ ୧୫ରୁ ପୁଣି ଆରମ୍ଭ ହୋଇପାରେ ଯାତ୍ରୀବାହୀ ରେଳ ସେବା | ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ରେଳ ମନ୍ତ୍ରାଳୟ | ଟ୍ରେନ୍ ସେବା ଆରମ୍ଭ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଭାଗ। ବର୍ତ୍ତମାନ ଆଇଆରସିଟିସି ୱେବସାଇଟକୁ ଚାଲୁ ରଖାଯାଇଛି | ତେବେ ଯାତ୍ରୀମାନେ ଏପ୍ରିଲ୍ ୧୫ରୁ କିମ୍ବା ୨୧ ଦିନର ଲକଡାଉନ ସରିବା ପରେ ଟିକେଟ୍ ବୁକ୍ କରିପାରିବେ ବୋଲି କୁହାଯାଉଛି | ରେଲୱେ ପକ୍ଷରୁ […]

Indian Railways prepares to resume train services Read More »