INDIA MET DEPARTMENT

Cyclone Amphan Impact On Paradeep

ଏବେ ପାରାଦୀପରୁ ୧୮୦ କିମି ଦୂରରେ ରହିଛି ବାତ୍ୟା #Amphan | ବାତ୍ୟା ବର୍ତ୍ତମାନ ଘଣ୍ଟାପ୍ରତି ୧୧ କିମି ବେଗରେ ଗତି କରୁଛି | ପାରାଦୀପରେ ବର୍ତ୍ତମାନ ପ୍ରବଳ ବର୍ଷା ସାଙ୍ଗକୁ ୯୮ କିଲୋମିଟର ବେଗରେ ପବନ ବହୁଛି | ବାତ୍ୟା ଏବେ ପଶ୍ଚିମବଙ୍ଗର ଦୀଘାରୁ ୩୨୦ କିଲୋମିଟର ଦୂରରେ ଏବଂ ବାଲାଂଦେଶ ଠାରୁ ୪୮୦ କିଲୋମିଟର ଦୂରରେ ରହିଛି। ଆଜି ଦିନ ୧୨ଟାରୁ ୨ଟା ମଧ୍ୟରେ ଏହା ଓଡ଼ିଶା ଅତିକ୍ରମ କରିବ । ସେହିପରି ରାଜଧାନୀ […]

Cyclone Amphan Impact On Paradeep Read More »