explore times

Sweet Shops Can Remain Open For 4 hours

୪ ଘଣ୍ଟା ଖୋଲା ରହିବ ମିଠା ଦୋକାନ ଲକଡାଉନ ସମୟରେ ବି ଖୋଲା ରହିବ ମିଠା ଦୋକାନ | ତେବେ ଦିନକୁ ମାତ୍ର ୪ ଘଣ୍ଟା | ଦିନ ୧୨ରୁ ୪ଟା ପର୍ଯ୍ୟନ୍ତ | ଏଭଳି ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର | ତେବେ ଦୋକାନ ଖୋଲା ଥିବା ସମୟରେ ଦୋକାନରେ ୨ ରୁ ଅଧିକ କର୍ମଚାରୀ ରହିପାରିବେ ନାହିଁ | ସେହିପରି ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତାକୁ ରଖିବାକୁ କଡ଼ା ନିର୍ଦ୍ଦେଶ ରହିଛି । ତେବେ […]

Sweet Shops Can Remain Open For 4 hours Read More »

BASANTI DURGA PUJA CUTTACK 2020

ବାସନ୍ତୀ ଦୁର୍ଗାପୂଜା କଟକ “ଦଶହରା” କହିଲେ ଆଶ୍ୱିନ ମାସରେ ପାଳିତ ହେଉଥିବା ଦୁର୍ଗାପୂଜାକୁ ବୁଝାଏ । ଏହା ଦଶ ଅହୋରାତ୍ର ଧରି ପାଳିତ ହେଉଥିବାରୁ ଏହାକୁ ମଧ୍ୟ ଦଶହରା କୁହାଯାଏ । ଅନ୍ୟଟି ଚୈତ୍ରମାସର ଶୁକ୍ଳ ଦଶମୀ ଯାହାକୁ ବାସନ୍ତୀ ଦୁର୍ଗାପୂଜା କୁହାଯାଏ । ଜ୍ୟୈଷ୍ଠ ଶୁକ୍ଳ ଦଶମୀ ଦିନଟି ଗଙ୍ଗାମାତାଙ୍କୁ କେନ୍ଦ୍ରକରି ଗଙ୍ଗା ଦଶହରା ଭାବେ ପାଳନ କରାଯାଏ । ଦଶଦୋଷ ବା ପାପରୁ ଯିଏ ମୁକ୍ତକରାଏ ସିଏ ଦଶହରା । ଏହି ଦିନ ଗଙ୍ଗାଘାଟରେ ବୁଡ଼ ଦେଲେ ମନୁଷ୍ୟର ସମସ୍ତ ପାପ ଧୋଇ

BASANTI DURGA PUJA CUTTACK 2020 Read More »

A fire has broken out at AIIMS’ Cardio-Thoracic Sciences Centre.

ଏମ୍ସରେ ଅଗ୍ନିକାଣ୍ଡ   ଦିଲ୍ଳୀସ୍ଥିତ ଏମ୍ସରେ ଅଗ୍ନିକାଣ୍ଡ । ହସ୍ପିଟାଲ୍‌ର କାର୍ଡିଓ ସାଇନ୍ସ ସେଣ୍ଟରରେ ଏହି ଅଗ୍ନିକାଣ୍ଡ ଘଟିଛି | କେହି ମୃତାହତ ‌ହୋଇନାହାନ୍ତି। ଏମ୍ସରେ ନିଆଁ ଲାଗିଥିବା ଖବର ମିଳିବା ପରେ ଘଟଣାସ୍ଥଳରେ ୧୦ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଆୟତ୍ତ କରିବାକୁ ଚେଷ୍ଟ। କରିଥିଲା| ପୂର୍ବରୁ ଗତ ଅଗଷ୍ଟ ମାସରେ ଏମ୍ସରେ ନିଆଁ ଲାଗିଥିଲା।

A fire has broken out at AIIMS’ Cardio-Thoracic Sciences Centre. Read More »

Odisha government schools to have ‘Spoken English’ from class I

ପ୍ରଥମରୁ ଇଂରାଜୀ ଓଡ଼ିଆ ସ୍କୁଲରେ ପ୍ରଥମରୁ ଇଂରାଜୀ | କେବଳ ପଢ଼ାହେବନି ସ୍ପୋକେନ ଇଂଲିଶ କ୍ଲାସ ମଧ୍ୟ ନିଆଯିବ | ସରକାରୀ ସ୍କୁଲକୁ ନୂଆ ରୂପ ଦେବାକୁ ରାଜ୍ୟ ସରକାରଙ୍କର ଏଭଳି ନିଆରା ଯୋଜନା | ଏହାସହ ରାଜ୍ୟର ସବୁ ଜିଲ୍ଲାରେ ୧୦୧ ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ସ୍କୁଲରେ ପ୍ରଥମ ଶ୍ରେଣୀରେ ସ୍ପୋକେନ ଇଂଲିଶ ପାଇଁ ନୂଆ ସେକ୍ସନ ମଧ୍ୟ କରାଯିବ ।

Odisha government schools to have ‘Spoken English’ from class I Read More »

BIRD FLU DETECTED IN BHUBANESWAR

ଭୁବନେଶ୍ବରରେ କୁକୁଡ଼ା ମରା ଭୁବନେଶ୍ବରରେ ବାର୍ଡ ଫ୍ଲୁ ଆତଙ୍କ | ଆଜିଠୁ ଓୟୁଏଟିରେ କୁକୁଡ଼ା ମରା ଅଭିଯାନ | କୁକୁଡ଼ା ମାରିବାକୁ ୧୨ଟି ରାପିଡ୍‌ ରେସ୍‌ପନ୍ସ ଟିମ୍‌ ନିୟୋଜିତ ହୋଇଛନ୍ତି | ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରେ ଥିବା କୁକୁଡ଼ା ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଆତଙ୍କ | ଲଗାତାର ତିନି ଦିନ ହେବ ଫାର୍ମରେ କୁକୁଡ଼ା‌ ମରୁଥିବା ଜଣାପଡ଼ିଥିଲା | ଯାହାକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଓୟୁଏଟିରୁ ୧

BIRD FLU DETECTED IN BHUBANESWAR Read More »

Sachin Visits Shirdi

Sachin Tendulkar Pays Visit To Shirdi Sai Baba Temple With Family. Sachin paid a visit to Shirdi to seek blessings of Sai Baba along with his wife, Anjali Tendulkar and son Arjun Tendulkar.the temple administration presented a special shawl and idol of Sai Baba to legendary cricketer Sachin Tendulkar.

Sachin Visits Shirdi Read More »

Chole Kulche Bhubaneswar

Chole Kulche near Ravi talkies, Bhubaneswar Price rs-50.00 (2 kulcha,chole,pudina chatni with onion) extra kulcha rs 25.00  you may saw this streetfood in #delhi and in north india now it is getting famous in #cuttack and #bhubaneswar as well.In cuttack you can taste this near nayasarak.Must try for kulcha lovers and a good petpuja for

Chole Kulche Bhubaneswar Read More »