cuttack

CMC RELESE CONTACT DETAILS OF ELECTRICIANS,PLUMBERS AND AC SERVICE TECHNICIANS FOR CUTTACK

ESSENTIAL SERVICES IN THIS #LOCKDOWN AT CUTTACK BY #CMC CMC released the contact details of a few identified electricians, plumbers, & AC service technicians. Here is the complete list. Do spread the word #CuttackFightsBackCOVID19

CMC RELESE CONTACT DETAILS OF ELECTRICIANS,PLUMBERS AND AC SERVICE TECHNICIANS FOR CUTTACK Read More »

BASANTI DURGA PUJA CUTTACK 2020

ବାସନ୍ତୀ ଦୁର୍ଗାପୂଜା କଟକ “ଦଶହରା” କହିଲେ ଆଶ୍ୱିନ ମାସରେ ପାଳିତ ହେଉଥିବା ଦୁର୍ଗାପୂଜାକୁ ବୁଝାଏ । ଏହା ଦଶ ଅହୋରାତ୍ର ଧରି ପାଳିତ ହେଉଥିବାରୁ ଏହାକୁ ମଧ୍ୟ ଦଶହରା କୁହାଯାଏ । ଅନ୍ୟଟି ଚୈତ୍ରମାସର ଶୁକ୍ଳ ଦଶମୀ ଯାହାକୁ ବାସନ୍ତୀ ଦୁର୍ଗାପୂଜା କୁହାଯାଏ । ଜ୍ୟୈଷ୍ଠ ଶୁକ୍ଳ ଦଶମୀ ଦିନଟି ଗଙ୍ଗାମାତାଙ୍କୁ କେନ୍ଦ୍ରକରି ଗଙ୍ଗା ଦଶହରା ଭାବେ ପାଳନ କରାଯାଏ । ଦଶଦୋଷ ବା ପାପରୁ ଯିଏ ମୁକ୍ତକରାଏ ସିଏ ଦଶହରା । ଏହି ଦିନ ଗଙ୍ଗାଘାଟରେ ବୁଡ଼ ଦେଲେ ମନୁଷ୍ୟର ସମସ୍ତ ପାପ ଧୋଇ

BASANTI DURGA PUJA CUTTACK 2020 Read More »

ରୋଗୀଙ୍କ ପାଇଁ ଚିନ୍ତା, ପ୍ରିତିଦିନ ୧୦ ଜଣ କରିବେ ରକ୍ତଦାନ

ରୋଗୀଙ୍କ ପାଇଁ ଚିନ୍ତା, ପ୍ରିତିଦିନ ୧୦ ଜଣ କରିବେ ରକ୍ତଦାନ ପ୍ରତିଦିନ ୧୦ ଜଣ କରିବେ ରକ୍ତଦାନ | ଚାରିଆଡେ କରୋନାକୁ ନେଇ ଲକଡାଇନ | ଏହାରି ଭିତରେ ରୋଗୀଙ୍କ ପାଇଁ ଚିନ୍ତା | କାଳେ ରକ୍ତର ଅଭାବ ହେବ, ସେଥିପାଇଁ କଟକ ରେଡ଼କ୍ରସଭବନରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି | ଏହି ଶିବିରରେ ରାଜ୍ୟସଭା ସାଂସଦ ସୁବାସ ସିଂ ଏବଂ କଟକର ପୂର୍ବତନ ସ୍ବାସ୍ଥ୍ୟ କମିଟି ଅଧକ୍ଷ ରଂଜନ କୁମାର ବିଶ୍ବାଳ ଯୋଗ ଦେଇଥିଲେ ।ବର୍ତ୍ତମାନ

ରୋଗୀଙ୍କ ପାଇଁ ଚିନ୍ତା, ପ୍ରିତିଦିନ ୧୦ ଜଣ କରିବେ ରକ୍ତଦାନ Read More »

କଟକ ଅଶ୍ସିନୀ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି | Ashwini Hospital all set to be converted into a #Covid19 Hospital soon

କଟକ ଅଶ୍ସିନୀ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି କଟକ ଅଶ୍ସିନୀ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି | କରୋନା ଚିକିତ୍ସା ପାଇଁ ଏହି ହସ୍ପିଟାଲକୁ ବ୍ୟବହାର କରାଯିବ | ଏଥିପାଇଁ ପ୍ରଶାସନ ସହ ହାତ ମିଶାଇଛି ହସ୍ପିଟାଲ | ଏଥିପାଇଁ ସମସ୍ତେ ନିଜର ଶତ ପ୍ରତିଶତ ଦେଉଥିବା ବେଳେ ଏହା ଖୁବଶୀଘ୍ର ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି | #Cuttack’s #Ashwini #hospital will be converted into a #Covid_19 hospital soon.

କଟକ ଅଶ୍ସିନୀ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି | Ashwini Hospital all set to be converted into a #Covid19 Hospital soon Read More »

CUTTACK EVICTION FOR SCB

କଟକରେ ମେଡିକାଲ ସମ୍ପ୍ରସାରଣ ଲାଗି ଉଚ୍ଛେଦ  ମଠ,ମନ୍ଦିର ସହ ଅନ୍ୟ ଧର୍ମାନୁଷ୍ଠାନ ଉଚ୍ଛେଦ ହେବ । ପ୍ରଥମ ପର୍ଯ୍ୟାୟରେ ତାଳଦଣ୍ଡା କେନାଲ ଚାରିପାଖରେ ଥିବା ବିଭିନ୍ନ ମଠ ଓ ମନ୍ଦିରର ଉଚ୍ଛେଦ କରାଯିବ । ସେହିପରି ସିଏମସି ଓ ଜିଲ୍ଲା ପ୍ରଶାସନର ସର୍ଭେ ଅନୁସାରେ ୫୪୫ ଘର , ୮୮ ଦୋକାନ ଘର, କଟକ ମହାନଗର ନିଗମର ୩୦ ଟି ଦୋକାନ, ଧର୍ମାନୁଷ୍ଠାନ ଓ କ୍ଲବ ୧୭ , ୧୪ ଷ୍ଟ୍ରୀଟ ଭେଣ୍ଡର ରହିଥିବା ଜଣାପଡ଼ିଛି ।

CUTTACK EVICTION FOR SCB Read More »

Offline Ticket From 16 December

ଭାରତ-ଇଣ୍ଡିଜ ଦିନିକିଆ ମ୍ୟାଚ ପାଇଁ ୧୬ରୁ ଆରମ୍ଭ ହେବ ଅଫ୍ ଲାଇନ୍ ଟିକେଟ। ଟିକେଟ୍ ପାଇଁ ପ୍ରବଳ ଆଗ୍ରହକୁ ନଜରରେ ରଖି ଖୋଲାଯିବ ୧୨ ଟିକେଟ୍ କାଉଣ୍ଟର । ଡିସେମ୍ବର ୧୬ ଓ ୧୭ରେ ଅନୁମୋଦିତ ସଂସ୍ଥା, ସ୍କୁଲ ଓ କ୍ଲବ୍‌କୁ ଦିଆଯିବ ଦିନିକିଆ ମ୍ୟାଚ୍‌ ପାଇଁ ଟିକେଟ। ୧୯ ଓ ୨୦ରେ ବାରବାଟୀ ଷ୍ଟାଡିୟମ କାଉଣ୍ଟରରେ ଏହି ଟିକଟ ମିଳିଵ। ପ୍ରତି ଗ୍ୟାଲେରୀରେ ଦର୍ଶକ ପାଇଁ ରହିବ ହେଲ୍ପ ଡେସ୍କ । ଏ ନେଇ ସୂଚନା

Offline Ticket From 16 December Read More »