cuttack

GREEN SIGNAL FOR CUTTACK DURGA PUJA 2020

କଟକବାସୀଙ୍କ ପାଇଁ ଖୁସି ଖବର । ଏଥର ବି ହେବ ମାଆଙ୍କ ପୂଜା । ସହରର ବିଭିନ୍ନ ପୂଜା ମଣ୍ଡପରେ ଦୁର୍ଗାପୂଜା ହେବା ନେଇ କଟକ ଜିଲ୍ଲାପାଳଙ୍କ ସୂଚନା । ତେବେ ମଣ୍ଡପରେ ସାର୍ବଜନୀନ ଦୁର୍ଗାପୂଜାକୁ ଅନୁମତି ନାହିଁ । ମନ୍ଦିର ଭଳି ମଣ୍ଡପରେ ହୋଇପାରିବ ପୂଜା । ସବୁ ମଣ୍ଡପରେ ବିନା ଶ୍ରଦ୍ଧାଳୁରେ ମା’ ଦୁର୍ଗାଙ୍କ ପୂଜାକୁ ମିଳିଲା ଅନୁମତି । ସେପଟେ ଦୁର୍ଗାପୂଜା ନେଇ ପୂର୍ବାଞ୍ଚଳ ଶାନ୍ତି କମିଟି ସମ୍ପାଦକଙ୍କ ସୂଚନା । ଜିଲ୍ଲାପାଳଙ୍କ

GREEN SIGNAL FOR CUTTACK DURGA PUJA 2020 Read More »

NO CUTTACK DURGA PUJA THIS YEAR!

ଏଥର ହୋଇ ନ ପାରେ କଟକର ଐତିହାସିକ ଦୁର୍ଗାପୂଜା । ନା ମଣ୍ଡପ ସଜେଇ ହେବ, ନା ଗଳିରେ ଲାଗିବ ଗହଳି । ତେବେ ଏହାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନି । ତେବେ ଆପଣ ଏ ସଂପର୍କରେ କଣ ଭାବୁଛନ୍ତି ଆମକୁ କମେଣ୍ଟ ବକ୍ସରେ ଲେଖି ଜଣାନ୍ତୁ । କଟକ ଜିଲ୍ଲାପାଳ ସିଧାସଳଖ ନ କହିଲେ ମଧ୍ୟ ଏ ନେଇ ଇସାରା ଦେଇଛନ୍ତି । ଏଥର କୌଣସି ମଣ୍ଡପକୁ କୋରୋନା କାରଣରୁ

NO CUTTACK DURGA PUJA THIS YEAR! Read More »

CUTTACK OVERTAKE GANJAM IN ACTIVE POSITIVE CASE

ଆକ୍ଟିଭ କୋରୋନା ଆକ୍ରାନ୍ତଙ୍କ ସଂଖ୍ଯାରେ ଗଞ୍ଜାମକୁ ପଛରେ ପକାଇଛି କଟକ । ଖୋର୍ଧା ପରେ ଏବେ ସଂକ୍ରମଣରେ ଗଞ୍ଜାମକୁ ପଛରେ ପକାଇଦେଇଛି କଟକ ଜିଲ୍ଲା । ରବିବାର ସକାଳ ସୁଦ୍ଧା କଟକେ ଆକ୍ଟିଭ କୋରୋନା ପଜିଟିଭଙ୍କ ସଂଖ୍ୟା ୧୭୩୩ ଥିବା ବେଳେ ଗଞ୍ଜାମରେ ଆକ୍ଟିଭ ପଜିଟିଭଙ୍କ ସଂଖ୍ଯା ୧୭୨୦ ରହିଛି । ସେହିପରି କଟକରେ ପଜିଟିଭଙ୍କ ସଂଖ୍ୟା୫୧୭୪ ରହିଛି । ସେପଟେ ଗତ ୩ ଦିନ ଭିତରେ କଟକ ଏସସିବି ପାଇଁ ଚିନ୍ତା ବଢିଛି । ବିଭିନ୍ନ

CUTTACK OVERTAKE GANJAM IN ACTIVE POSITIVE CASE Read More »

CUTTACK IN SWACHA SURVEKHSHAN 2020

ସ୍ବଚ୍ଛ ସର୍ଭେକ୍ଷଣ ୨୦୨୦ରେ ସାରା ଦେଶରେ ୨୩୨ ନମ୍ବର ସ୍ଥାନରେ ରହିଛି କଟକ । ତେବେ ପୂର୍ବ ବର୍ଷ ସହ ତୁଳନା କରିଲେ ଭଲ ପ୍ରଦର୍ଶନ କରିଛି ସିଲଭର ସିଟି । ଆଉ ଏଥିପାଇଁ ସହରବାସୀ, କଟକ ମହାନଗର ନିଗମ ଓ ଖାସକରି ସିଏମସି କମିଶନର ଅନନ୍ୟା ଦାସଙ୍କ କଠିନ ପରିଶ୍ରମ ରହିଛି । ୨୦୧୮ରେ ୩୯୬, ୨୦୧୯ରେ ୩୭୪ ଓ ବର୍ତ୍ତମାନ ୨୩୨ ନମ୍ବର । ଏହି ତାଲିକାରେ କଟକ ପଛକୁ ରହିଛି ସ୍ମାର୍ଟସିଟି ଭୁବନେଶ୍ବର

CUTTACK IN SWACHA SURVEKHSHAN 2020 Read More »