CUTTACK DURGAPUJA

GREEN SIGNAL FOR CUTTACK DURGA PUJA 2020

କଟକବାସୀଙ୍କ ପାଇଁ ଖୁସି ଖବର । ଏଥର ବି ହେବ ମାଆଙ୍କ ପୂଜା । ସହରର ବିଭିନ୍ନ ପୂଜା ମଣ୍ଡପରେ ଦୁର୍ଗାପୂଜା ହେବା ନେଇ କଟକ ଜିଲ୍ଲାପାଳଙ୍କ ସୂଚନା । ତେବେ ମଣ୍ଡପରେ ସାର୍ବଜନୀନ ଦୁର୍ଗାପୂଜାକୁ ଅନୁମତି ନାହିଁ । ମନ୍ଦିର ଭଳି ମଣ୍ଡପରେ ହୋଇପାରିବ ପୂଜା । ସବୁ ମଣ୍ଡପରେ ବିନା ଶ୍ରଦ୍ଧାଳୁରେ ମା’ ଦୁର୍ଗାଙ୍କ ପୂଜାକୁ ମିଳିଲା ଅନୁମତି । ସେପଟେ ଦୁର୍ଗାପୂଜା ନେଇ ପୂର୍ବାଞ୍ଚଳ ଶାନ୍ତି କମିଟି ସମ୍ପାଦକଙ୍କ ସୂଚନା । ଜିଲ୍ଲାପାଳଙ୍କ […]

GREEN SIGNAL FOR CUTTACK DURGA PUJA 2020 Read More »

NO CUTTACK DURGA PUJA THIS YEAR!

ଏଥର ହୋଇ ନ ପାରେ କଟକର ଐତିହାସିକ ଦୁର୍ଗାପୂଜା । ନା ମଣ୍ଡପ ସଜେଇ ହେବ, ନା ଗଳିରେ ଲାଗିବ ଗହଳି । ତେବେ ଏହାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନି । ତେବେ ଆପଣ ଏ ସଂପର୍କରେ କଣ ଭାବୁଛନ୍ତି ଆମକୁ କମେଣ୍ଟ ବକ୍ସରେ ଲେଖି ଜଣାନ୍ତୁ । କଟକ ଜିଲ୍ଲାପାଳ ସିଧାସଳଖ ନ କହିଲେ ମଧ୍ୟ ଏ ନେଇ ଇସାରା ଦେଇଛନ୍ତି । ଏଥର କୌଣସି ମଣ୍ଡପକୁ କୋରୋନା କାରଣରୁ

NO CUTTACK DURGA PUJA THIS YEAR! Read More »