୫ ମିନିଟରେ କରୋନା ଟେଷ୍ଟ | NOW MEDICAL DEVICE CAN DETECT CORONA VIRUS IN 5 MINUTES

ଜଣେ କରୋନାରେ ଆକ୍ରାନ୍ତ ନାଁ ନାହିଁ ? ଏ କଥା ଏବେ ମାତ୍ର ୫ ମିନିଟରେ ଜାଣିହେବ | ପରୀକ୍ଷା ପାଇଁ ଏଭଳି ଯନ୍ତ୍ର ପ୍ରସ୍ତୁତ କରିଛି ଆମେରିକାର ଆବୋଟ୍ ଲାବୋରଟରିଜ୍ । ଏହାର ଓଜନ ହାରାହରି ୩ କେଜି ରହିଛି | ଏହା ଦେଖିବାକୁ ଏକ ଛୋଟ ବାକ୍ସ ଭଳି । ଫଳରେ ଏହା ଯେ କୌଣସି ଡାକ୍ତରଖାନାରେ ରଖି ବ୍ୟବହାର କରିହେବ । ଏପ୍ରିଲ ୧ ତାରିଖରୁ ୫୦୦୦୦ ଯନ୍ତ୍ର ଯୋଗାଣ ଆରମ୍ଭ କରିବାକୁ […]

୫ ମିନିଟରେ କରୋନା ଟେଷ୍ଟ | NOW MEDICAL DEVICE CAN DETECT CORONA VIRUS IN 5 MINUTES Read More »