ଆଜି ୨୦୧୯ର ଶେଷ ସୂର୍ଯ୍ୟପରାଗ । ଏହା ଏକ ବିରଳ ସୂର୍ଯ୍ୟପରାଗ । କାରଣ ଏହି ସମୟରେ ଚନେଦେର ସଂପୂର୍ଣ୍ଣ ଭାବରେ ସୂର୍ଯ୍ୟ ଆଗରେ ରହିବ । ବାହାରକୁ କେବଳ ସୂର୍ଯ୍ୟଙ୍କର ବାହାର ବଳୟ ହିଁ ଦେଖାଯିବ । ଯାହାକି ଏକ ‘ରିଙ୍ଗ ଅଫ ଫାୟାର’ ବା ଅଗ୍ନି ବଳୟ ପରି ଦେଖାଯିବ । ଜ୍ୟୋତିର୍ବିଜ୍ଞାନୀଙ୍କ ଅନିସାରେ ଏହାର ନାଁ ଆନୁଲାର ସୋଲାର ଏକଲିପ୍ସ । ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶାରେ ମଧ୍ୟ ଏହା ଦେଖାଯିବ । କିନ୍ତୁ ଓଡ଼ିଶାରେ ଏହା ଆଂଶିକ ସୂର୍ଯ୍ୟପରାଗ ଭାବେ ଦେଖାଯିବ । କିନ୍ତୁ ଦକ୍ଷିଣଭାରତରେ ଏହା ସଂପୂର୍ଣ୍ଣ ଭାବେ ଦେଖାଯିବ । ଖାସକରି ମଦୁରାଇ, ଖୋଜିକୋଡ,କୋଏମ୍ବାଟୁରରେ ଏହା ସବୁଠୁ ଭଲଭାବେ ଦେଖାଯିବ । ଭାରତ ସହ ଶ୍ରୀଲଙ୍କା, ସାଉଦିଆରବ, କାତାର,ମାଲେସିଆ, ୟୁଏଇ, ଇଣ୍ଡୋନେସିଆ, ସିଂଗାପୁରରେ ଏହା ଦେଖାଯିବ । ସୂର୍ଯ୍ୟପରାଗ ଗୁରୁବାର ସକାଳ ୮ଟା ୧୭ରେ ଆରମ୍ଭ ହୋଇ ୧୧ଟା ୨୮ରେ ଛାଡିବ । ଓଡ଼ିଶାରେ ସକାଳ ୯ଟା ୪୬ ମିନିଟବେଳେ ସବୁଠୁ ଭଲଭାବେ ଦେଖଯିବ ।
Eclipse timings in different parts of India:
Allahabad: 8.19 am
Amritsar: 8.18 am
Bangalore: 8.06 am
Bhubaneswar: 8.19 am
Varanasi: 8.20 am
Delhi: 8.17 am
Mumbai: 8.04 am
Kolkata: 8.27 am
Guwahati: 8.39 am
Chennai: 8.08 am
Ranchi: 8.22 am
Cochin: 8.06 am
Gaya: 8.23 am
Haridwar: 8.21 am
Hyderabad: 8.08 am
Jalandhar: 8.20 am
Chandigarh: 8.21 am
Jammu: 8.20 am
Lucknow: 8.19 am
Mangalore: 8.04 am
Patna: 8.24 am
Puri: 8.19 am
Pune: 8.04 am
Shillong: 8.39 am
Ujjain: 8.09 am