ଆଜି ରାଜ୍ୟରୁ ରେକର୍ଡ ୩୩୭୧ କୋରୋନା ପଜିଟିଭ ଚିହ୍ନଟ। କ୍ବାରେଣ୍ଟାଇନରୁ ୨୦୫୩ ଓ ସ୍ଥାନୀୟ ଅଞ୍ଚଳରୁ ୧୩୧୮ ଆକ୍ରାନ୍ତ ଚିହ୍ନଟ। ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୬୦୨ରେ ପହଞ୍ଚିଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୪୭ , କଟକରୁ ୩୫୭ , ଗଞ୍ଜାମରୁ ୧୯୬ ଯାଜପୁରରୁ ୧୭୩, ନୟାଗଡ଼ ୧୭୧, ସୁନ୍ଦରଗଡ଼ ୧୫୪,ରାଯଗଡ଼ା ୧୪୬, ପୁରୀରୁ ୧୪୪ ଓ ସମ୍ବଲପୁରରୁ ଚିହ୍ନଟ ହୋଇଛନ୍ତି ୧୦୭ ପଜିଟିଭ । ଜଗତସିଂହପୁରରୁ ୯୫, ଝାରସୁଗୁଡ଼ାରୁ ୯୩, ମୟୂରଭଞ୍ଜରୁ ୯୨, କୋରାପୁଟରୁ ୯୧, ବଲାଙ୍ଗିର ଓ କେନ୍ଦ୍ରାପଡ଼ାରୁ ୭୬ ଲେଖାଏଁ, କେନ୍ଦୁଝରରୁ ୭୪, ଢେଙ୍କାନାଳରୁ ୬୭, ନବରଙ୍ଗପୁରରୁ ୬୫, ଅନୁଗୁଳରୁ ୬୩, ଗଜପତି ଓ କନ୍ଧମାଳରୁ ୪୧ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । କଳାହାଣ୍ଡିରୁ ୨୮, ନୂଆପଡ଼ାରୁ ୧୫, ଦେବଗଡ଼ରୁ ୮, ବୌଦ୍ଧରୁ ୪ ଓ ସୁବର୍ଣ୍ଣପୁରରୁ ୩ କୋରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭ ହଜାର ୬୦୨କୁ ବୃଦ୍ଧି, ରାଜ୍ୟରେ ୫୯ ହଜାର ୪୭୦ ସୁସ୍ଥ, ୨୭ ହଜାର ୬୩୮ ଚିକିତ୍ସାଧୀନ । ସେପଟେ ରାଜ୍ୟରେ ଆଉ ୧୩ ଜଣଙ୍କ ଜୀବନ ନେଲା ଭାଇରସ । ସୁନ୍ଦରଗଡ଼ ଓ ସମ୍ବଲପୁରରୁ ସର୍ବାଧିକ ୩ ଜଣ ଲେଖାଏଁ, ଗଞ୍ଜାମ ଓ କଟକରୁ ୨ ଜଣ ଲେଖାଏଁ, କେନ୍ଦୁଝର, ଖୋର୍ଦ୍ଧା ଓ ପୁରୀରେ ଜଣେ ଲେଖାଏଁ ମୃତ । ଏହାକୁ ମିଶାଇ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୪୪୧କୁ ବୃଦ୍ଧି ପାଇଛି ।
Covid-19 Report For 25th August New Positives Cases: 3371 In quarantine: 2053 Local contacts: 1318
District Wise Cases 1. Angul: 63
2. Balasore: 98
3. Bargarh: 98
4. Bhadrak: 114
5. Balangir: 76
- Boudh: 4
- Cuttack: 357
- Deogarh: 8
- Dhenkanal: 67
- Gajapati: 41
- Ganjam: 196
- Jagatsinghpur: 95
- Jajpur: 173
- Jharsuguda: 93
- Kalahandi: 28
- Kandhamal: 41
- Kendrapada: 76
- Keonjhar: 74
- Khurda: 547
- Koraput: 91
- Malkangiri: 134
- Mayurbhanj: 92
- Nawarangpur: 65
- Nayagarh: 171
- Nuapada: 15
- Puri: 144
- Rayagada: 146
- Sambalpur: 107
- Sonepur: 3
- Sundargarh: 154
New Recoveries: 2546
Cumulative Tested: 14,85,167
Positive: 87602
Recovered: 59470
Active Cases: 27638