NEW INCOME TAX SLABS

୨୦୨୦ ବଜେଟରେ ଟ୍ୟାକ୍ସ ସ୍ଲାବରେ ବଡ଼ ପରିବର୍ତ୍ତନ ।

5 ଲକ୍ଷ ଟଙ୍କା ବାର୍ଷିକ ଆୟ ପର୍ଯ୍ୟନ୍ତ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବନି

ସେହିପରି ୫ରୁ ସାଢେ 7 ଲକ୍ଷ ପର୍ଯ୍ୟନ୍ତ 10 ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିବ

7.5ରୁ 10 ଲକ୍ଷ ମଧ୍ୟରେ ବାର୍ଷିକ ଆୟ ଥିଲେ ଆପଣଙ୍କୁ ଦେବାକୁ ହେବ 15 ପ୍ରତିଶତ ଟ୍ୟାକ୍ସ

10 ଲକ୍ଷରୁ 12.5 ଲକ୍ଷ ଆୟ ଉପରେ ଏବେ ଲାଗିବ 20 ପ୍ରତିଶତ ଟ୍ୟାକ୍ସ

12.5ରୁ 15 ମଧ୍ୟରେ ବାର୍ଷିକ ଆୟ ଉପରେ ଲାଗିବ 25 ପ୍ରତିଶତ ଟ୍ୟାକ୍ସ

15 ଲକ୍ଷରୁ ଅଧିକ ଉପରେ ବାର୍ଷିକ ଆୟ ଥିଲେ 30 ପ୍ରତିଶତ ହାରରେ ଟ୍ୟାକ୍ସ ଲାଗୁ ହେବ

ତେବେ ନୂଆ ଟ୍ୟାକ୍ସ ସ୍ଲାବ ବ୍ୟବସ୍ଥାରେ କରଦାତାଙ୍କ ପାଇଁ ବୈକଳ୍ପିପ ରହିବ । ପୁରୁଣା ଟ୍ୟାକ୍ସ ସ୍ଲାବ କିମ୍ବା ନୂଆ ବ୍ୟବସ୍ଥା ମଧ୍ୟରୁ କରଦାତାମାନେ ଯେକୌଣସି ଗୋଟିଏକୁ ବାଛିପାରିବେ ।  

Leave a Comment

Your email address will not be published. Required fields are marked *