DELIVERY AT YOUR DOOR STEP IN CUTTACK

କଟକରେ ଖାଦ୍ୟ ସାମଗ୍ରୀର ହୋମ୍ ଡେଲିଭରି | କରୋନା ସତର୍କତା ପାଇଁ ମୋବାଇଲରୁ କରିପାରିବେ ଅର୍ଡର

କରୋନାର ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନର ତୟାରି | ସିଏମସି ଅଞ୍ଚଳରେ ଜନଗହଳିକୁ କମ୍ କରିବାକୁ ଏବଂ ବଜାର ଉପରେ ନିୟନ୍ତ୍ରଣ ପାଇଁ ପଦକ୍ଷେପ | ଲୋକଙ୍କ ସୁବିଧା ପାଇଁ ଘରେ ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଯିବ | କଟକରେ ଥିବା ବିଗ୍ ବଜାର, ରିଲାଏନ୍ସ ଫ୍ରେସ୍ ଏବଂ ମେଟ୍ଟୋ ସୁପର ମାର୍କେଟକୁ ଏଥିରେ ସାମିଲ କରାଯାଇଛି | ଏ ନେଇ ସୂଚନା ଦେଇଛନ୍ତି ସିଏମସି କମିସନର ଅନନ୍ୟା ଦାସ |

ବିଗ୍ ବଜାରର ମୋବାଇଲ୍ ନମ୍ବର-୭୦୬୪୪୫୪୪୮୪

ରିଲାଏନ୍ସ ଫ୍ରେସ୍ ,ସିଡିଏ ସେକ୍ଟର-୬ ମୋବାଇଲ୍ ନମ୍ବର-୭୮୯୪୪୧୭୨୮୪

ସିଡିଏ ସେକ୍ଟର-୯ ମୋବାଇଲ୍ ନମ୍ବର-୭୬୮୨୮୨୨୦୨୮

ଦୋଳମୁଣ୍ଡାଇ-ମୋବାଇଲ୍ ନମ୍ବର-୭୦୦୮୧୬୭୦୦୭

ନୂଆବଜାର ମୋବାଇଲ୍ ନମ୍ବର- ୭୮୯୪୪୫୫୭୬୭

କନିକା ଛକ ମୋବାଇଲ୍ ନମ୍ବର -୭୮୯୪୪୧୭୨୮୩

କ୍ୟାଣ୍ଟନମେଣ୍ଟ ରୋଡ ମୋବାଇଲ୍ ନମ୍ବର -୯୭୭୭୦୪୯୧୯୦

ମହାନଦୀ ବିହାର ମୋବାଇଲ୍ ନମ୍ବର- ୭୦୦୮୯୮୬୩୨୬

ବକ୍ସିବଜାର ମୋବାଇଲ୍ ନମ୍ବର- ୮୯୧୭୪୦୦୧୦୭

ମେଟ୍ଟୋ, ସତୀଚଉରା ଓ ସିଡିଏ ସେକ୍ଟର-୯ ଫୋନ୍ ନମ୍ବର -୬୩୭୧୨୧୨୧୫୨।

Leave a Comment

Your email address will not be published. Required fields are marked *