News

SNOW FALL IN BAGHDAD!

Iraqi Capital Sees First Snowfall in Over a Decade It was a rare moment of respite during which residents took selfies and children played in parks, lobbing snowballs before the fluffy flakes disappeared and the white cover dissolved into grey puddles. Though snow is common in the mountainous northern region of Iraq, it’s very rare in Baghdad. The […]

SNOW FALL IN BAGHDAD! Read More »

BANAKALAGI SRIMANDIRA PURI

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି । ଶ୍ରୀଜୀଉଙ୍କର ଶ୍ରୀମୁଖର ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ସାଧାରଣ ଦର୍ଶନକୁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ | ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଦତ୍ତ ମହାପାତ୍ର ସେବକଙ୍କ ଦ୍ବାରା ବନକଲାଗି ଗୁପ୍ତସେବା ସମ୍ପାଦନ କରାଯିବ । ଦ୍ବିତୀୟ ଭୋଗ ମଣ୍ଡପ ପରେ ଅପରାହ୍ନ ୪ରୁ ରାତି ୮ଟା ପର‌୍ୟ୍ୟନ୍ତ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ

BANAKALAGI SRIMANDIRA PURI Read More »

SACHIN…SACHIN..ONCE AGAIN

‘God in action’: Fans turn emotional as Sachin Tendulkar walks out to bat after 5 years. Indian fans flooded social media with emotional tweets and messages after Sachin Tendulkar, popularly referred to as the ‘God of cricket’, faced Australian women’s cricket bowler Ellyse Perry in Melbourne on Sunday at a charity match to help victims

SACHIN…SACHIN..ONCE AGAIN Read More »

ALL IN ONE EXIT POLL DELHI-2020 ELECTION

ଇଣ୍ଡିଆ ଟୁଡେ ,ଟାଇମ୍ସ ନାଓ , ରିପବ୍ଲିକ୍‌ ଟିଭି, ନ୍ୟୁ-ଏକ୍ସ, ଇଣ୍ଡିଆ ଟିଭି, ଜନ୍‌ କି ବାତ୍‌, ଟିଭି ୯ ଭାରତବର୍ଷ ଓ ଇଣ୍ଡିଆନ୍‌ ନିଉଜ୍‌ ପକ୍ଷରୁ ସର୍ଭେ ଆସନ୍ତୁ ଜାଣିବା କ’ଣ କହିଛି ଏକ୍‌ଜିଟ୍‌ ପୋଲ୍‌। ଦିଲ୍ଲୀରେ କେଉଁ ଦଳକୁ ମିଳିବ କେତେ ଆସନ? ଏକ୍‌ଜିଟ୍‌ ପୋଲ         ଆପ    ବିଜେପି    କଂଗ୍ରେସ ଇଣ୍ଡିଆ ଟୁଡେ ଆକ୍ସିସ  59-68 02-11 00 ଏବିପି-ସି ଭୋଟର     42-54  4-16   0-4

ALL IN ONE EXIT POLL DELHI-2020 ELECTION Read More »

CORONA-SCB-UPDATE

ଓଡ଼ିଶାରେ କରୋନା ଭାଇରସ ଅପଡେଟ୍  ରାଜ୍ୟରେ ପୁଣି ଆଉ ଜଣେ କରୋନା ସନ୍ଦିଗ୍ଧ | ଚୀନ୍ ଫେରନ୍ତା ଓଡ଼ିଆଙ୍କ ଉପରେ ଏବେ ସତର୍କ ଦୃଷ୍ଟି ରଖାଯାଉଚି | କଟକ ବଡ଼ ମେଡିକାଲରେ ପୂର୍ବରୁ ଭର୍ତ୍ତି ହୋଇଥିବା ଫୁଲବାଣୀର ଡ଼ାକ୍ତରୀ ଛାତ୍ରଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ସେପଟେ ନୀରିକ୍ଷଣରେ ଥିବା ଆଉ ଜଣେ ଯୁବତୀଙ୍କ ରିପୋର୍ଟ ପୁନେରୁ ତିନି ଦିନ ମଧ୍ୟରେ ଆସିବ । ମୋଟ ୭ ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ୬ ଜଣ ସୁସ୍ଥ

CORONA-SCB-UPDATE Read More »

A fire has broken out at AIIMS’ Cardio-Thoracic Sciences Centre.

ଏମ୍ସରେ ଅଗ୍ନିକାଣ୍ଡ   ଦିଲ୍ଳୀସ୍ଥିତ ଏମ୍ସରେ ଅଗ୍ନିକାଣ୍ଡ । ହସ୍ପିଟାଲ୍‌ର କାର୍ଡିଓ ସାଇନ୍ସ ସେଣ୍ଟରରେ ଏହି ଅଗ୍ନିକାଣ୍ଡ ଘଟିଛି | କେହି ମୃତାହତ ‌ହୋଇନାହାନ୍ତି। ଏମ୍ସରେ ନିଆଁ ଲାଗିଥିବା ଖବର ମିଳିବା ପରେ ଘଟଣାସ୍ଥଳରେ ୧୦ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଆୟତ୍ତ କରିବାକୁ ଚେଷ୍ଟ। କରିଥିଲା| ପୂର୍ବରୁ ଗତ ଅଗଷ୍ଟ ମାସରେ ଏମ୍ସରେ ନିଆଁ ଲାଗିଥିଲା।

A fire has broken out at AIIMS’ Cardio-Thoracic Sciences Centre. Read More »

Here is what has become cheaper & costlier

ବଜେଟ ପରେ କଣ ହେବ ମହଙ୍ଗା? ଷ୍ଟେସନାରୀ ସାମଗ୍ରୀ , ପେଟ୍ରୋଲ-ଡିଜେଲ, କାଜୁ, ଅଟୋ ପାର୍ଟସ, ସିନ୍ଥେଟିକ୍ ରବର, ପିଭିସି ଓ ଟାଇଲ୍ସ , ସୁନା ଗହଣା,ଏସି, ଅପଟିକାଲ ଫାଇବର, ସାଉଣ୍ଡ, ଷ୍ଟେନଲେସ ଉତ୍ପାଦ, ଭିଡ଼ିଓ ରେକର୍ଡ଼ର, ସିସିଟିଭି , ଗାଡ଼ିର ହର୍ଣ୍ଣ,  ସିଗାରେଟ୍,ବଟର ଘିଅ, ବଟର ତେଲ, ଖାଇବା ତେଲ, ପନିର ବଟର,ଆମଦାନୀ ହେଉଥିବା ମେଡିକାଲ ଉପକରଣ ମହଙ୍ଗା ହେବ। ଲ୍ୟାମ୍ପ ଓ ବିମ୍ ଲାଇଟ, ମୋଟର ଯାନରେ ବ୍ୟବହୃତ ତାଲା,ଜୋତା,ତମ୍ବାଖୁ ଉତ୍ପାଦ,ଷ୍ଟିଲ,ବିଦେଶୀ ଫର୍ଣ୍ଣିଚର ମଧ୍ୟ

Here is what has become cheaper & costlier Read More »

NEW INCOME TAX SLABS

୨୦୨୦ ବଜେଟରେ ଟ୍ୟାକ୍ସ ସ୍ଲାବରେ ବଡ଼ ପରିବର୍ତ୍ତନ । 5 ଲକ୍ଷ ଟଙ୍କା ବାର୍ଷିକ ଆୟ ପର୍ଯ୍ୟନ୍ତ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବନି ସେହିପରି ୫ରୁ ସାଢେ 7 ଲକ୍ଷ ପର୍ଯ୍ୟନ୍ତ 10 ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିବ 7.5ରୁ 10 ଲକ୍ଷ ମଧ୍ୟରେ ବାର୍ଷିକ ଆୟ ଥିଲେ ଆପଣଙ୍କୁ ଦେବାକୁ ହେବ 15 ପ୍ରତିଶତ ଟ୍ୟାକ୍ସ 10 ଲକ୍ଷରୁ 12.5 ଲକ୍ଷ ଆୟ ଉପରେ ଏବେ ଲାଗିବ 20 ପ୍ରତିଶତ ଟ୍ୟାକ୍ସ 12.5ରୁ 15 ମଧ୍ୟରେ

NEW INCOME TAX SLABS Read More »

Odisha government schools to have ‘Spoken English’ from class I

ପ୍ରଥମରୁ ଇଂରାଜୀ ଓଡ଼ିଆ ସ୍କୁଲରେ ପ୍ରଥମରୁ ଇଂରାଜୀ | କେବଳ ପଢ଼ାହେବନି ସ୍ପୋକେନ ଇଂଲିଶ କ୍ଲାସ ମଧ୍ୟ ନିଆଯିବ | ସରକାରୀ ସ୍କୁଲକୁ ନୂଆ ରୂପ ଦେବାକୁ ରାଜ୍ୟ ସରକାରଙ୍କର ଏଭଳି ନିଆରା ଯୋଜନା | ଏହାସହ ରାଜ୍ୟର ସବୁ ଜିଲ୍ଲାରେ ୧୦୧ ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ସ୍କୁଲରେ ପ୍ରଥମ ଶ୍ରେଣୀରେ ସ୍ପୋକେନ ଇଂଲିଶ ପାଇଁ ନୂଆ ସେକ୍ସନ ମଧ୍ୟ କରାଯିବ ।

Odisha government schools to have ‘Spoken English’ from class I Read More »

Entry of women in mosque is Allowed As Per Islam, AIMPLB tells SC

ମସ୍‌ଜିଦ୍‌ରେ ନମାଜ ପାଠ କରିପାରିବେ ମୁସଲମାନ୍‌ ମହିଳା ମହିଳାଙ୍କ ନମାଜ ପାଠକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି | ମସ୍‌ଜିଦ୍‌ରେ ମୁସଲମାନ୍‌ ମହିଳାମାନେ ନମାଜ ପାଠ କରିପାରିବେ | ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟରେ ଏହି କଥା କୁହାଯାଇଛି । ସୁପ୍ରିମକୋର୍ଟଙ୍କୁ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ ଜଣାଇଛି ଯେ, ଧର୍ମ ପୁସ୍ତକରେ ମହିଳାଙ୍କ ପ୍ରବେଶ ପାଇଁ ଅନୁମତି ରହିଛି । ଜଣେ ମୁସଲିମ୍‌ ମହିଳାଙ୍କୁ ନମାଜ ପାଠ କରିବା ପାଇଁ ମସଜିଦରେ ପ୍ରବେଶ କରିବାର ସ୍ବାଧୀନତା

Entry of women in mosque is Allowed As Per Islam, AIMPLB tells SC Read More »