DELIVERY AT YOUR DOOR STEP IN CUTTACK
କଟକରେ ଖାଦ୍ୟ ସାମଗ୍ରୀର ହୋମ୍ ଡେଲିଭରି | କରୋନା ସତର୍କତା ପାଇଁ ମୋବାଇଲରୁ କରିପାରିବେ ଅର୍ଡର କରୋନାର ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନର ତୟାରି | ସିଏମସି ଅଞ୍ଚଳରେ ଜନଗହଳିକୁ କମ୍ କରିବାକୁ ଏବଂ ବଜାର ଉପରେ ନିୟନ୍ତ୍ରଣ ପାଇଁ ପଦକ୍ଷେପ | ଲୋକଙ୍କ ସୁବିଧା ପାଇଁ ଘରେ ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଯିବ | କଟକରେ ଥିବା ବିଗ୍ ବଜାର, ରିଲାଏନ୍ସ ଫ୍ରେସ୍ ଏବଂ ମେଟ୍ଟୋ ସୁପର ମାର୍କେଟକୁ ଏଥିରେ ସାମିଲ କରାଯାଇଛି | ଏ […]
DELIVERY AT YOUR DOOR STEP IN CUTTACK Read More »









