News

“Hero to Animals Award” #PETA Award Honours #Odisha CM #NaveenPatnaik

PETA Award Honours #Odisha CM #NaveenPatnaik ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ “ହିରୋ ଅଫ୍‌ ଆନିମଲ” ପୁରସ୍କାର ! ଏହି ପୁରସ୍କାର ଦେବ ପେଟା ଇଣ୍ଡିଆ ! ସାରା ଦେଶରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରି ସମ୍ମାନର ହକଦାର ହୋଇଛି ଓଡ଼ିଶା ! କରୋନା ଲକ୍‌ଡାଉନ୍‌ ସମୟରେ ରାଜ୍ୟରେରେ ଥିବା ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଇବା ଲାଗି ସ୍ବତନ୍ତ୍ର ବ୍ୟବୟବରାଦ କରି କେବଳ ଦେଶ ମଧ୍ୟରେ ନୁହେଁ, ସାରା ବିଶ୍ୱରେ ଉଚ୍ଚ ପ୍ରଶାଂସିତ

“Hero to Animals Award” #PETA Award Honours #Odisha CM #NaveenPatnaik Read More »

Second COVID-19 Patient Discharged From AIIMS

ସୁସ୍ଥ ହେଲେ ରାଜ୍ୟର ଦ୍ବିତୀୟ କରୋନା ଆକ୍ରାନ୍ତ ଓଡ଼ିଶା ଦିବସରେ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର ଓଡ଼ିଶା ଦିବସରେ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର | ସୁସ୍ଥ ହୋଇ ଘରକୁ ଫେରିଲେ ଦ୍ବିତୀୟ କରୋନା ଆକ୍ରାନ୍ତ | ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ଏ କଥା ଜଣାଇଛି | ଯୁବକ ଜଣଙ୍କ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଘରକୁ ଯିବାକୁ କୁହାଯାଇଛି | ବ୍ରିଟେନରୁ ଫେରିଥିବା ଭୁବନେଶ୍ବରର

Second COVID-19 Patient Discharged From AIIMS Read More »

Sweet Shops Can Remain Open For 4 hours

୪ ଘଣ୍ଟା ଖୋଲା ରହିବ ମିଠା ଦୋକାନ ଲକଡାଉନ ସମୟରେ ବି ଖୋଲା ରହିବ ମିଠା ଦୋକାନ | ତେବେ ଦିନକୁ ମାତ୍ର ୪ ଘଣ୍ଟା | ଦିନ ୧୨ରୁ ୪ଟା ପର୍ଯ୍ୟନ୍ତ | ଏଭଳି ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର | ତେବେ ଦୋକାନ ଖୋଲା ଥିବା ସମୟରେ ଦୋକାନରେ ୨ ରୁ ଅଧିକ କର୍ମଚାରୀ ରହିପାରିବେ ନାହିଁ | ସେହିପରି ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତାକୁ ରଖିବାକୁ କଡ଼ା ନିର୍ଦ୍ଦେଶ ରହିଛି । ତେବେ

Sweet Shops Can Remain Open For 4 hours Read More »

କଟକ ଅଶ୍ସିନୀ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି | Ashwini Hospital all set to be converted into a #Covid19 Hospital soon

କଟକ ଅଶ୍ସିନୀ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି କଟକ ଅଶ୍ସିନୀ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି | କରୋନା ଚିକିତ୍ସା ପାଇଁ ଏହି ହସ୍ପିଟାଲକୁ ବ୍ୟବହାର କରାଯିବ | ଏଥିପାଇଁ ପ୍ରଶାସନ ସହ ହାତ ମିଶାଇଛି ହସ୍ପିଟାଲ | ଏଥିପାଇଁ ସମସ୍ତେ ନିଜର ଶତ ପ୍ରତିଶତ ଦେଉଥିବା ବେଳେ ଏହା ଖୁବଶୀଘ୍ର ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି | #Cuttack’s #Ashwini #hospital will be converted into a #Covid_19 hospital soon.

କଟକ ଅଶ୍ସିନୀ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି | Ashwini Hospital all set to be converted into a #Covid19 Hospital soon Read More »

ସୁସ୍ଥ ଅଛନ୍ତି ଦ୍ବିତୀୟ କରୋନା ଆକ୍ରାନ୍ତ | ଏମସରେ ୨୦୬ ବେଡ୍ ଓ ୨୦ ଭେଣ୍ଟିଲେଟର ପ୍ରସ୍ତୁତ

ସୁସ୍ଥ ଅଛନ୍ତି ଦ୍ବିତୀୟ କରୋନା ଆକ୍ରାନ୍ତ | ଏମସରେ ୨୦୬ ବେଡ୍ ଓ ୨୦ ଭେଣ୍ଟିଲେଟର ପ୍ରସ୍ତୁତ କରୋନା ମୁକାବିଲା ପାଇଁ ରାଜଧାନୀରେ ପ୍ରସ୍ତୁତି | ଏମସରେ ୨୦୬ ବେଡ ସହ ୨୦ ଭେଣ୍ଟିଲେଟର ପ୍ରସ୍ତୁତ | ଖୁବଶୀଘ୍ର ଆଉ ୨୦ ଭେଣ୍ଟିଲେଟର ମଧ୍ୟ ଆସିଯିବ | ସେପଟେ ସବୁଠୁ ବଡ଼ ଆଶ୍ବସ୍ତିର କତା ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତ ସୁସ୍ଥ ଅଛନ୍ତି | ସେହିପରି ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ ଆସିଛି

ସୁସ୍ଥ ଅଛନ୍ତି ଦ୍ବିତୀୟ କରୋନା ଆକ୍ରାନ୍ତ | ଏମସରେ ୨୦୬ ବେଡ୍ ଓ ୨୦ ଭେଣ୍ଟିଲେଟର ପ୍ରସ୍ତୁତ Read More »

୫ ମିନିଟରେ କରୋନା ଟେଷ୍ଟ | NOW MEDICAL DEVICE CAN DETECT CORONA VIRUS IN 5 MINUTES

ଜଣେ କରୋନାରେ ଆକ୍ରାନ୍ତ ନାଁ ନାହିଁ ? ଏ କଥା ଏବେ ମାତ୍ର ୫ ମିନିଟରେ ଜାଣିହେବ | ପରୀକ୍ଷା ପାଇଁ ଏଭଳି ଯନ୍ତ୍ର ପ୍ରସ୍ତୁତ କରିଛି ଆମେରିକାର ଆବୋଟ୍ ଲାବୋରଟରିଜ୍ । ଏହାର ଓଜନ ହାରାହରି ୩ କେଜି ରହିଛି | ଏହା ଦେଖିବାକୁ ଏକ ଛୋଟ ବାକ୍ସ ଭଳି । ଫଳରେ ଏହା ଯେ କୌଣସି ଡାକ୍ତରଖାନାରେ ରଖି ବ୍ୟବହାର କରିହେବ । ଏପ୍ରିଲ ୧ ତାରିଖରୁ ୫୦୦୦୦ ଯନ୍ତ୍ର ଯୋଗାଣ ଆରମ୍ଭ କରିବାକୁ

୫ ମିନିଟରେ କରୋନା ଟେଷ୍ଟ | NOW MEDICAL DEVICE CAN DETECT CORONA VIRUS IN 5 MINUTES Read More »

DD to Re Telecast Ramayan, Mahabharat,Circus,Byomkesh Bakshi again, Know the Timings

ଜାଣନ୍ତୁ ପ୍ରସାରଣ ସମୟ ଆଜିଠୁ ପୁଣି ପ୍ରସାରଣ ହେବ ଦୁରଦର୍ଶନର ଲୋକପ୍ରିୟ ଧାରାବାହିକ | ଆମେ ପୁଣି ଫେରିଯିବା ସେହି ସ୍ବର୍ଣ୍ଣିମ ସମୟ ଆଉ ପିଲାଦିନକୁ | ତେବେ କେଉଁ ସମୟରେ ଆପଣଙ୍କର କେଉଁ ଧାରାବାହିକ ଦେବ ସମୟ ଜାଣିରଖନ୍ତୁ | ଘରେ ରୁହନ୍ତୁ ଆଉ ଏହି ଧାରାବାହିକକୁ ପୁଣି ଦେଖନ୍ତୁ | ୩୦ ବର୍ଷ ପରେ ପୁଣି ପ୍ରସାରିତ ହେଉଛି ରାମାନନ୍ଦ ସାଗରଙ୍କ ରାମାୟଣ | #ସକାଳ ୯ଟା ଓ ରାତି ୯ଟାରେ ପ୍ରସାରିକ ହେବ

DD to Re Telecast Ramayan, Mahabharat,Circus,Byomkesh Bakshi again, Know the Timings Read More »

Shirdi Sai Trust To Donate Rs 51 Crore

କରୋନା ମୁକାବିଲା ପାଇଁ ୫୧ କୋଟିର ସହାୟତା ଦେଲା ଶିରିଡି ସାଇବାବା ଟ୍ରଷ୍ଟ କରୋନାକୁ ମୁକାବିଲା ପାଇଁ ୫୧ କୋଟି ଟଙ୍କାର ସହାୟତା ରାଶି | ଶିରିଡିର ଶ୍ରୀ ସାଇବାବା ଟ୍ରଷ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୫୧ କୋଟି ଟଙ୍କା ଦାନ କରାଯାଇଛି । ମହାରାଷ୍ଟ୍ରରେ କରୋନା ମୁକାବିଲା ପାଇଁ ଏହି ଅର୍ଥ ଦିଆଯାଇଛି | ତେବେ କରୋନା ଆକ୍ରାନ୍ତକୁ ବ୍ୟାପିବାରୁ ରୋକିବାକୁ ଶିରିଡିର ସାଇବାବା ମନ୍ଦିରର କର୍ତ୍ତୃପକ୍ଷ ମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ବନ୍ଦ କରାଯାଇଛି

Shirdi Sai Trust To Donate Rs 51 Crore Read More »