Lifestyle

LOCKDOWN NOT ENOUGH: WHO

କରୋନା ସହ ଲଢ଼ିବାକୁ କେବଳ ‘ଲକଡାଉନ୍’ ଯଥେଷ୍ଟ ନୁହେଁ:WHO କରୋନା ସହ ଲଢ଼ିବାକୁ କେବଳ ‘ଲକଡାଉନ୍’ ଯଥେଷ୍ଟ ନୁହେଁ | ଜନସ୍ବାସ୍ଥ୍ୟ ଉପରେ ଅଧିକ ପଦକ୍ଷେପ ଜରୁରୀ | ଏ ନେଇ ସୂଚନା ଦେଇଚି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାଇକ୍ ରିୟାନ୍ | ‘ଲକଡାଉନ୍’ ଏକ ଭଲ ପଦକ୍ଷେପ | ତେବେ ଯେଉଁମାନେ ଅସୁସ୍ଥ, ଏବଂ ଆକ୍ରାନ୍ତ ହୋଇଛିଙ୍କୁ ଖୋଜି ବାହାର କରି ଅଲଗା କରିବା ଆବଶ୍ୟକ | ଯେଉଁମାନଙ୍କ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଖୋଜି […]

LOCKDOWN NOT ENOUGH: WHO Read More »

Devotees to fill self-declaration form for darshan in Puri

ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ପୁରୀ ଆସୁଥିଲେ… ଶ୍ରୀମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ନିର୍ଦ୍ଧିଷ୍ଟ ଫର୍ମ ପୂରଣ ବାଧ୍ୟତାମୂଳକ କରୋନା ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଦର୍ଶନାର୍ଥୀଙ୍କ ପରିବାରର କେହି ଗତ ୧୫ ଦିନ ବିଦେଶରୁ ଫେରିନାହାନ୍ତି ବୋଲି ଘୋଷଣା କରିବାକୁ ପଡ଼ିବ ୧୫ ଦିନ ଭିତରେ ଜର, ଥଣ୍ଡା ହୋଇଥିଲେ ଜଣାଇବାକୁ ପଡ଼ିବ ଶ୍ରୀମନ୍ଦିର ବାହାରେ ହେଲ୍ପ ଡେସ୍କରେ ଫର୍ମ ଯୋଗାଇ ଦିଆଯିବ। ପୁରୀ ବସଷ୍ଟାଣ୍ଡ ଏବଂ ରେଳ ଷ୍ଟେସନରେ ବି ଫର୍ମ ମିଳିବ

Devotees to fill self-declaration form for darshan in Puri Read More »

Tourist Sites In Odisha Close Doors To Visitors

ଖଣ୍ଡଗିରି, ଉଦୟଗିରି,ଧଉଳିଗିରି,କୋଣାର୍କ ବନ୍ଦ କରୋନା ପାଇଁ ଚିନ୍ତା | ମାର୍ର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବନ୍ଦ ରହିବ | ଖଣ୍ଡଗିରି, ଉଦୟଗିରି ଓ ଧଉଳିଗିରି ଦର୍ଶକଙ୍କ ପାଇଁ ବନ୍ଦ ରହିବ| ସେହିପରି କୋଣାର୍କ ପରିଦର୍ଶନ ଉପରେ ୭ଦିନ ଯାଏ କଟକଣା ଲଗାଯାଇଛି | ଲିଙ୍ଗରାଜ ମନ୍ଦିରରେ ସେବାୟତ ଓ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବାହାରେ ସାନିଟାଇଜର ରଖାଯିବ ।

Tourist Sites In Odisha Close Doors To Visitors Read More »

There’s no evidence your pet can get sick from coronavirus

ପୋଷା ପଶୁଙ୍କଠୁ ବ୍ୟାପେନି କରୋନା ଭାଇରସ ପୋଷା ଗୃହପାଳିତ ପଶୁଙ୍କଠୁ କରୋନା ଭାଇରସ ବ୍ୟାପେ କି ? ଆପଣଙ୍କ ମନରେ ବି ଏହି ପ୍ରଶ୍ନ ନିହାତି ଆସୁଥିବ | ତେବେ ଆଦୌ ବ୍ୟସ୍ତ ହୁଅନ୍ତୁନି | କାରଣ ପୋଷା କୁକୁର କି ବିଲେଇଙ୍କଠୁ କରୋନା ସଙ୍କ୍ରମଣ ହୁଏନି | ଏ ନେଇ ସ୍ପଷ୍ଟ କରିଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ | ଏମାନଙ୍କ ଦ୍ବାରା ଭାଇରସ ବ୍ୟାପୁଥିବାର କୌଣସି ପ୍ରମାଣ ଏ ପର୍ଯନ୍ତ ମିଳିନାହିଁ | ତେଣୁ ଗୃହପାଳିତ ପଶୁଙ୍କଠୁ

There’s no evidence your pet can get sick from coronavirus Read More »

ANCHOR ADYA SHREE

ANCHOR ADYA SHREE A powerful voice like hers isconsidered suitable forhosting special events,moreover its her ownaptitude, overall confidenceand spectacular personalityto deliver all of it throughher voice.She is one of the talentedperformers and a young achieverWith a charismatic personality andspell bounding conversational skills.SHE is not just an Emcee but aheart throb to all her listeners. Sheis

ANCHOR ADYA SHREE Read More »

Thomas Hanley International to develop New SCB Hospital!

Thomas Hanley International Likely to develop the New SCB Hospital. The Group has developed more than 100 World Class Hopital across the World. Thomas Hanley is an international health care design practice with over 35 years of experience delivering innovative health care facilities. We deliver the full range of design services including masterplanning, spatial planning,

Thomas Hanley International to develop New SCB Hospital! Read More »

ROCKSTAR UTPARNA’S MASHUP

Cover Song by Rockstar Utparna dash. It is 1st time in odisha. when a singer doing it.on one beat,50 songs. Bollywood mashup is going to be a great hit.ok where to watch and when? well it is going to release on Valentines day, 14th february 2020. we will share the link with you…for now wait

ROCKSTAR UTPARNA’S MASHUP Read More »

BANAKALAGI SRIMANDIRA PURI

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି । ଶ୍ରୀଜୀଉଙ୍କର ଶ୍ରୀମୁଖର ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ସାଧାରଣ ଦର୍ଶନକୁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ | ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଦତ୍ତ ମହାପାତ୍ର ସେବକଙ୍କ ଦ୍ବାରା ବନକଲାଗି ଗୁପ୍ତସେବା ସମ୍ପାଦନ କରାଯିବ । ଦ୍ବିତୀୟ ଭୋଗ ମଣ୍ଡପ ପରେ ଅପରାହ୍ନ ୪ରୁ ରାତି ୮ଟା ପର‌୍ୟ୍ୟନ୍ତ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ

BANAKALAGI SRIMANDIRA PURI Read More »

CORONA-SCB-UPDATE

ଓଡ଼ିଶାରେ କରୋନା ଭାଇରସ ଅପଡେଟ୍  ରାଜ୍ୟରେ ପୁଣି ଆଉ ଜଣେ କରୋନା ସନ୍ଦିଗ୍ଧ | ଚୀନ୍ ଫେରନ୍ତା ଓଡ଼ିଆଙ୍କ ଉପରେ ଏବେ ସତର୍କ ଦୃଷ୍ଟି ରଖାଯାଉଚି | କଟକ ବଡ଼ ମେଡିକାଲରେ ପୂର୍ବରୁ ଭର୍ତ୍ତି ହୋଇଥିବା ଫୁଲବାଣୀର ଡ଼ାକ୍ତରୀ ଛାତ୍ରଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ସେପଟେ ନୀରିକ୍ଷଣରେ ଥିବା ଆଉ ଜଣେ ଯୁବତୀଙ୍କ ରିପୋର୍ଟ ପୁନେରୁ ତିନି ଦିନ ମଧ୍ୟରେ ଆସିବ । ମୋଟ ୭ ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ୬ ଜଣ ସୁସ୍ଥ

CORONA-SCB-UPDATE Read More »