GREEN SIGNAL FOR CUTTACK DURGA PUJA 2020
କଟକବାସୀଙ୍କ ପାଇଁ ଖୁସି ଖବର । ଏଥର ବି ହେବ ମାଆଙ୍କ ପୂଜା । ସହରର ବିଭିନ୍ନ ପୂଜା ମଣ୍ଡପରେ ଦୁର୍ଗାପୂଜା ହେବା ନେଇ କଟକ ଜିଲ୍ଲାପାଳଙ୍କ ସୂଚନା । ତେବେ ମଣ୍ଡପରେ ସାର୍ବଜନୀନ ଦୁର୍ଗାପୂଜାକୁ ଅନୁମତି ନାହିଁ । ମନ୍ଦିର ଭଳି ମଣ୍ଡପରେ ହୋଇପାରିବ ପୂଜା । ସବୁ ମଣ୍ଡପରେ ବିନା ଶ୍ରଦ୍ଧାଳୁରେ ମା’ ଦୁର୍ଗାଙ୍କ ପୂଜାକୁ ମିଳିଲା ଅନୁମତି । ସେପଟେ ଦୁର୍ଗାପୂଜା ନେଇ ପୂର୍ବାଞ୍ଚଳ ଶାନ୍ତି କମିଟି ସମ୍ପାଦକଙ୍କ ସୂଚନା । ଜିଲ୍ଲାପାଳଙ୍କ […]
GREEN SIGNAL FOR CUTTACK DURGA PUJA 2020 Read More »