CUTTACK

GREEN SIGNAL FOR CUTTACK DURGA PUJA 2020

କଟକବାସୀଙ୍କ ପାଇଁ ଖୁସି ଖବର । ଏଥର ବି ହେବ ମାଆଙ୍କ ପୂଜା । ସହରର ବିଭିନ୍ନ ପୂଜା ମଣ୍ଡପରେ ଦୁର୍ଗାପୂଜା ହେବା ନେଇ କଟକ ଜିଲ୍ଲାପାଳଙ୍କ ସୂଚନା । ତେବେ ମଣ୍ଡପରେ ସାର୍ବଜନୀନ ଦୁର୍ଗାପୂଜାକୁ ଅନୁମତି ନାହିଁ । ମନ୍ଦିର ଭଳି ମଣ୍ଡପରେ ହୋଇପାରିବ ପୂଜା । ସବୁ ମଣ୍ଡପରେ ବିନା ଶ୍ରଦ୍ଧାଳୁରେ ମା’ ଦୁର୍ଗାଙ୍କ ପୂଜାକୁ ମିଳିଲା ଅନୁମତି । ସେପଟେ ଦୁର୍ଗାପୂଜା ନେଇ ପୂର୍ବାଞ୍ଚଳ ଶାନ୍ତି କମିଟି ସମ୍ପାଦକଙ୍କ ସୂଚନା । ଜିଲ୍ଲାପାଳଙ୍କ

GREEN SIGNAL FOR CUTTACK DURGA PUJA 2020 Read More »

ODISHA RECORDS HIGHEST SINGLE DAY SPIKE

ଆଜି ରାଜ୍ୟରୁ ରେକର୍ଡ ୩୩୭୧ କୋରୋନା ପଜିଟିଭ ଚିହ୍ନଟ। କ୍ବାରେଣ୍ଟାଇନରୁ ୨୦୫୩ ଓ ସ୍ଥାନୀୟ ଅଞ୍ଚଳରୁ ୧୩୧୮ ଆକ୍ରାନ୍ତ ଚିହ୍ନଟ। ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୬୦୨ରେ ପହଞ୍ଚିଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୪୭ , କଟକରୁ ୩୫୭ , ଗଞ୍ଜାମରୁ ୧୯୬ ଯାଜପୁରରୁ ୧୭୩, ନୟାଗଡ଼ ୧୭୧, ସୁନ୍ଦରଗଡ଼ ୧୫୪,ରାଯଗଡ଼ା ୧୪୬, ପୁରୀରୁ ୧୪୪ ଓ ସମ୍ବଲପୁରରୁ ଚିହ୍ନଟ ହୋଇଛନ୍ତି ୧୦୭ ପଜିଟିଭ । ଜଗତସିଂହପୁରରୁ ୯୫, ଝାରସୁଗୁଡ଼ାରୁ ୯୩, ମୟୂରଭଞ୍ଜରୁ ୯୨, କୋରାପୁଟରୁ

ODISHA RECORDS HIGHEST SINGLE DAY SPIKE Read More »

CUTTACK OVERTAKE GANJAM IN ACTIVE POSITIVE CASE

ଆକ୍ଟିଭ କୋରୋନା ଆକ୍ରାନ୍ତଙ୍କ ସଂଖ୍ଯାରେ ଗଞ୍ଜାମକୁ ପଛରେ ପକାଇଛି କଟକ । ଖୋର୍ଧା ପରେ ଏବେ ସଂକ୍ରମଣରେ ଗଞ୍ଜାମକୁ ପଛରେ ପକାଇଦେଇଛି କଟକ ଜିଲ୍ଲା । ରବିବାର ସକାଳ ସୁଦ୍ଧା କଟକେ ଆକ୍ଟିଭ କୋରୋନା ପଜିଟିଭଙ୍କ ସଂଖ୍ୟା ୧୭୩୩ ଥିବା ବେଳେ ଗଞ୍ଜାମରେ ଆକ୍ଟିଭ ପଜିଟିଭଙ୍କ ସଂଖ୍ଯା ୧୭୨୦ ରହିଛି । ସେହିପରି କଟକରେ ପଜିଟିଭଙ୍କ ସଂଖ୍ୟା୫୧୭୪ ରହିଛି । ସେପଟେ ଗତ ୩ ଦିନ ଭିତରେ କଟକ ଏସସିବି ପାଇଁ ଚିନ୍ତା ବଢିଛି । ବିଭିନ୍ନ

CUTTACK OVERTAKE GANJAM IN ACTIVE POSITIVE CASE Read More »

CUTTACK IN SWACHA SURVEKHSHAN 2020

ସ୍ବଚ୍ଛ ସର୍ଭେକ୍ଷଣ ୨୦୨୦ରେ ସାରା ଦେଶରେ ୨୩୨ ନମ୍ବର ସ୍ଥାନରେ ରହିଛି କଟକ । ତେବେ ପୂର୍ବ ବର୍ଷ ସହ ତୁଳନା କରିଲେ ଭଲ ପ୍ରଦର୍ଶନ କରିଛି ସିଲଭର ସିଟି । ଆଉ ଏଥିପାଇଁ ସହରବାସୀ, କଟକ ମହାନଗର ନିଗମ ଓ ଖାସକରି ସିଏମସି କମିଶନର ଅନନ୍ୟା ଦାସଙ୍କ କଠିନ ପରିଶ୍ରମ ରହିଛି । ୨୦୧୮ରେ ୩୯୬, ୨୦୧୯ରେ ୩୭୪ ଓ ବର୍ତ୍ତମାନ ୨୩୨ ନମ୍ବର । ଏହି ତାଲିକାରେ କଟକ ପଛକୁ ରହିଛି ସ୍ମାର୍ଟସିଟି ଭୁବନେଶ୍ବର

CUTTACK IN SWACHA SURVEKHSHAN 2020 Read More »

The Coronavirus Tally in Odisha crossed the 1000-mark

୧୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୦୫୪ ନୂଆ ୭୪ ପଜିଟିଭ୍ ଚିହ୍ନଟ ବୌଦ୍ଧରୁ ସର୍ବାଧିକ ୨୮ ଖୋର୍ଦ୍ଧାରେ ଜଣଙ୍କର ମୃତ୍ୟୁ ପୁଣି ରାଜ୍ୟରେ ନୂଆ ୭୪ ପଜିଟିଭ୍ ଚିହ୍ନଟ* ବୌଦ୍ଧ-୨୮,ପୁରୀ-୧୧,କଟକ-୯,ଖୋର୍ଦ୍ଧା-୭,ଗଞ୍ଜାମ-୬,ଯାଜପୁର-୬,ମାଲକାନଗିରି-୨,ବାଲେଶ୍ବର-୧,ଢେ଼ଙ୍କାନାଳ-୧,କନ୍ଧମାଳ-୧ ଏହି ଜିଲ୍ଲା ମାନଙ୍କରେ ଏତିକି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟର ମୃତ୍ୟୁ ସଂଖ୍ୟା ୬ ରେ ପହଞ୍ଚିଛି ମୃତକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ୭୦ ବର୍ଷୀୟ ବୃଦ୍ଧ … Malkangiri:2 Boudha:28 Puri (11) Cuttack (9) Khurda

The Coronavirus Tally in Odisha crossed the 1000-mark Read More »