Author name: Kamalakanta Nayak

Sweet Shops Can Remain Open For 4 hours

୪ ଘଣ୍ଟା ଖୋଲା ରହିବ ମିଠା ଦୋକାନ ଲକଡାଉନ ସମୟରେ ବି ଖୋଲା ରହିବ ମିଠା ଦୋକାନ | ତେବେ ଦିନକୁ ମାତ୍ର ୪ ଘଣ୍ଟା | ଦିନ ୧୨ରୁ ୪ଟା ପର୍ଯ୍ୟନ୍ତ | ଏଭଳି ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର | ତେବେ ଦୋକାନ ଖୋଲା ଥିବା ସମୟରେ ଦୋକାନରେ ୨ ରୁ ଅଧିକ କର୍ମଚାରୀ ରହିପାରିବେ ନାହିଁ | ସେହିପରି ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତାକୁ ରଖିବାକୁ କଡ଼ା ନିର୍ଦ୍ଦେଶ ରହିଛି । ତେବେ […]

Sweet Shops Can Remain Open For 4 hours Read More »

NOW CORONA TEST AT SCB CUTTACK

ଏସସିବି ମେଡିକାଲରେ ହେବ କରୋନା ନମୁନା ପରୀକ୍ଷା କଟକ ଏସସିବି ମେଡିକାଲରେ ହେବ କରୋନା ନମୁନା ପରୀକ୍ଷା | ଏ ନେଇ ଅନୁମତି ଦେଇଛି ICMR | ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ | ସେହିପରି ରାଜ୍ୟର ଅନ୍ୟ ୨ଟି ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ମଧ୍ୟ ନମୁନା ପରୀକ୍ଷା ସୁବିଧା ଉପଲବ୍ଧ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର | ଆଶା କରାଯାଉଛି ବୁର୍ଲା ଓ ଏମକେସିଜିରେ ଖୁବଶୀଘ୍ର ଏହି

NOW CORONA TEST AT SCB CUTTACK Read More »

BASANTI DURGA PUJA CUTTACK 2020

ବାସନ୍ତୀ ଦୁର୍ଗାପୂଜା କଟକ “ଦଶହରା” କହିଲେ ଆଶ୍ୱିନ ମାସରେ ପାଳିତ ହେଉଥିବା ଦୁର୍ଗାପୂଜାକୁ ବୁଝାଏ । ଏହା ଦଶ ଅହୋରାତ୍ର ଧରି ପାଳିତ ହେଉଥିବାରୁ ଏହାକୁ ମଧ୍ୟ ଦଶହରା କୁହାଯାଏ । ଅନ୍ୟଟି ଚୈତ୍ରମାସର ଶୁକ୍ଳ ଦଶମୀ ଯାହାକୁ ବାସନ୍ତୀ ଦୁର୍ଗାପୂଜା କୁହାଯାଏ । ଜ୍ୟୈଷ୍ଠ ଶୁକ୍ଳ ଦଶମୀ ଦିନଟି ଗଙ୍ଗାମାତାଙ୍କୁ କେନ୍ଦ୍ରକରି ଗଙ୍ଗା ଦଶହରା ଭାବେ ପାଳନ କରାଯାଏ । ଦଶଦୋଷ ବା ପାପରୁ ଯିଏ ମୁକ୍ତକରାଏ ସିଏ ଦଶହରା । ଏହି ଦିନ ଗଙ୍ଗାଘାଟରେ ବୁଡ଼ ଦେଲେ ମନୁଷ୍ୟର ସମସ୍ତ ପାପ ଧୋଇ

BASANTI DURGA PUJA CUTTACK 2020 Read More »

ରୋଗୀଙ୍କ ପାଇଁ ଚିନ୍ତା, ପ୍ରିତିଦିନ ୧୦ ଜଣ କରିବେ ରକ୍ତଦାନ

ରୋଗୀଙ୍କ ପାଇଁ ଚିନ୍ତା, ପ୍ରିତିଦିନ ୧୦ ଜଣ କରିବେ ରକ୍ତଦାନ ପ୍ରତିଦିନ ୧୦ ଜଣ କରିବେ ରକ୍ତଦାନ | ଚାରିଆଡେ କରୋନାକୁ ନେଇ ଲକଡାଇନ | ଏହାରି ଭିତରେ ରୋଗୀଙ୍କ ପାଇଁ ଚିନ୍ତା | କାଳେ ରକ୍ତର ଅଭାବ ହେବ, ସେଥିପାଇଁ କଟକ ରେଡ଼କ୍ରସଭବନରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି | ଏହି ଶିବିରରେ ରାଜ୍ୟସଭା ସାଂସଦ ସୁବାସ ସିଂ ଏବଂ କଟକର ପୂର୍ବତନ ସ୍ବାସ୍ଥ୍ୟ କମିଟି ଅଧକ୍ଷ ରଂଜନ କୁମାର ବିଶ୍ବାଳ ଯୋଗ ଦେଇଥିଲେ ।ବର୍ତ୍ତମାନ

ରୋଗୀଙ୍କ ପାଇଁ ଚିନ୍ତା, ପ୍ରିତିଦିନ ୧୦ ଜଣ କରିବେ ରକ୍ତଦାନ Read More »

କଟକ ଅଶ୍ସିନୀ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି | Ashwini Hospital all set to be converted into a #Covid19 Hospital soon

କଟକ ଅଶ୍ସିନୀ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି କଟକ ଅଶ୍ସିନୀ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି | କରୋନା ଚିକିତ୍ସା ପାଇଁ ଏହି ହସ୍ପିଟାଲକୁ ବ୍ୟବହାର କରାଯିବ | ଏଥିପାଇଁ ପ୍ରଶାସନ ସହ ହାତ ମିଶାଇଛି ହସ୍ପିଟାଲ | ଏଥିପାଇଁ ସମସ୍ତେ ନିଜର ଶତ ପ୍ରତିଶତ ଦେଉଥିବା ବେଳେ ଏହା ଖୁବଶୀଘ୍ର ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି | #Cuttack’s #Ashwini #hospital will be converted into a #Covid_19 hospital soon.

କଟକ ଅଶ୍ସିନୀ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି | Ashwini Hospital all set to be converted into a #Covid19 Hospital soon Read More »

ସତ ଶୁଣିବାର ସମୟ ଆସିଯାଇଛି,ସତ ଶୁଣନ୍ତୁ ଓ ପାଳନ କରନ୍ତୁ- ଚିନ୍ମୟୀ ବାରିକ

ଅନୁଚିନ୍ତା-3 ଚିନ୍ମୟୀ ବାରିକ ଏବେ ଗୋଟିଏ ପୋଷ୍ଟ ପଢିଲି ।ଲେଖା ଅଛି – “ବାଗଚୀଙ୍କୁ ଶୁଣିଲେ ଅବସାଦ ଓ ରୋଗଗ୍ରସ୍ଥ ହୋଇଯିବେ ।ସଚେତନତା କମ୍ ,ଆତଙ୍କ ବେଶୀ ” । ହା ହା ..। ଏ ହେଉଛି ଆମର ମାନସିକତା । ସତ ଶୁଣିବାର ସମୟ ଆସି ଯାଇଛି ।ସତ ଶୁଣନ୍ତୁ ଓ ପାଳନ କରନ୍ତୁ । ସଂକଟ ସମୟରେ ଆତଙ୍କିତ ହେବେ ଅବା ଯୁଦ୍ଧ କରିବେ ଏହା ନିଜ ଉପରେ ନିର୍ଭର କରେ ।ଆଜି ଯଦି

ସତ ଶୁଣିବାର ସମୟ ଆସିଯାଇଛି,ସତ ଶୁଣନ୍ତୁ ଓ ପାଳନ କରନ୍ତୁ- ଚିନ୍ମୟୀ ବାରିକ Read More »

ସୁସ୍ଥ ଅଛନ୍ତି ଦ୍ବିତୀୟ କରୋନା ଆକ୍ରାନ୍ତ | ଏମସରେ ୨୦୬ ବେଡ୍ ଓ ୨୦ ଭେଣ୍ଟିଲେଟର ପ୍ରସ୍ତୁତ

ସୁସ୍ଥ ଅଛନ୍ତି ଦ୍ବିତୀୟ କରୋନା ଆକ୍ରାନ୍ତ | ଏମସରେ ୨୦୬ ବେଡ୍ ଓ ୨୦ ଭେଣ୍ଟିଲେଟର ପ୍ରସ୍ତୁତ କରୋନା ମୁକାବିଲା ପାଇଁ ରାଜଧାନୀରେ ପ୍ରସ୍ତୁତି | ଏମସରେ ୨୦୬ ବେଡ ସହ ୨୦ ଭେଣ୍ଟିଲେଟର ପ୍ରସ୍ତୁତ | ଖୁବଶୀଘ୍ର ଆଉ ୨୦ ଭେଣ୍ଟିଲେଟର ମଧ୍ୟ ଆସିଯିବ | ସେପଟେ ସବୁଠୁ ବଡ଼ ଆଶ୍ବସ୍ତିର କତା ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତ ସୁସ୍ଥ ଅଛନ୍ତି | ସେହିପରି ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ ଆସିଛି

ସୁସ୍ଥ ଅଛନ୍ତି ଦ୍ବିତୀୟ କରୋନା ଆକ୍ରାନ୍ତ | ଏମସରେ ୨୦୬ ବେଡ୍ ଓ ୨୦ ଭେଣ୍ଟିଲେଟର ପ୍ରସ୍ତୁତ Read More »

୫ ମିନିଟରେ କରୋନା ଟେଷ୍ଟ | NOW MEDICAL DEVICE CAN DETECT CORONA VIRUS IN 5 MINUTES

ଜଣେ କରୋନାରେ ଆକ୍ରାନ୍ତ ନାଁ ନାହିଁ ? ଏ କଥା ଏବେ ମାତ୍ର ୫ ମିନିଟରେ ଜାଣିହେବ | ପରୀକ୍ଷା ପାଇଁ ଏଭଳି ଯନ୍ତ୍ର ପ୍ରସ୍ତୁତ କରିଛି ଆମେରିକାର ଆବୋଟ୍ ଲାବୋରଟରିଜ୍ । ଏହାର ଓଜନ ହାରାହରି ୩ କେଜି ରହିଛି | ଏହା ଦେଖିବାକୁ ଏକ ଛୋଟ ବାକ୍ସ ଭଳି । ଫଳରେ ଏହା ଯେ କୌଣସି ଡାକ୍ତରଖାନାରେ ରଖି ବ୍ୟବହାର କରିହେବ । ଏପ୍ରିଲ ୧ ତାରିଖରୁ ୫୦୦୦୦ ଯନ୍ତ୍ର ଯୋଗାଣ ଆରମ୍ଭ କରିବାକୁ

୫ ମିନିଟରେ କରୋନା ଟେଷ୍ଟ | NOW MEDICAL DEVICE CAN DETECT CORONA VIRUS IN 5 MINUTES Read More »

DD to Re Telecast Ramayan, Mahabharat,Circus,Byomkesh Bakshi again, Know the Timings

ଜାଣନ୍ତୁ ପ୍ରସାରଣ ସମୟ ଆଜିଠୁ ପୁଣି ପ୍ରସାରଣ ହେବ ଦୁରଦର୍ଶନର ଲୋକପ୍ରିୟ ଧାରାବାହିକ | ଆମେ ପୁଣି ଫେରିଯିବା ସେହି ସ୍ବର୍ଣ୍ଣିମ ସମୟ ଆଉ ପିଲାଦିନକୁ | ତେବେ କେଉଁ ସମୟରେ ଆପଣଙ୍କର କେଉଁ ଧାରାବାହିକ ଦେବ ସମୟ ଜାଣିରଖନ୍ତୁ | ଘରେ ରୁହନ୍ତୁ ଆଉ ଏହି ଧାରାବାହିକକୁ ପୁଣି ଦେଖନ୍ତୁ | ୩୦ ବର୍ଷ ପରେ ପୁଣି ପ୍ରସାରିତ ହେଉଛି ରାମାନନ୍ଦ ସାଗରଙ୍କ ରାମାୟଣ | #ସକାଳ ୯ଟା ଓ ରାତି ୯ଟାରେ ପ୍ରସାରିକ ହେବ

DD to Re Telecast Ramayan, Mahabharat,Circus,Byomkesh Bakshi again, Know the Timings Read More »

Shirdi Sai Trust To Donate Rs 51 Crore

କରୋନା ମୁକାବିଲା ପାଇଁ ୫୧ କୋଟିର ସହାୟତା ଦେଲା ଶିରିଡି ସାଇବାବା ଟ୍ରଷ୍ଟ କରୋନାକୁ ମୁକାବିଲା ପାଇଁ ୫୧ କୋଟି ଟଙ୍କାର ସହାୟତା ରାଶି | ଶିରିଡିର ଶ୍ରୀ ସାଇବାବା ଟ୍ରଷ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୫୧ କୋଟି ଟଙ୍କା ଦାନ କରାଯାଇଛି । ମହାରାଷ୍ଟ୍ରରେ କରୋନା ମୁକାବିଲା ପାଇଁ ଏହି ଅର୍ଥ ଦିଆଯାଇଛି | ତେବେ କରୋନା ଆକ୍ରାନ୍ତକୁ ବ୍ୟାପିବାରୁ ରୋକିବାକୁ ଶିରିଡିର ସାଇବାବା ମନ୍ଦିରର କର୍ତ୍ତୃପକ୍ଷ ମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ବନ୍ଦ କରାଯାଇଛି

Shirdi Sai Trust To Donate Rs 51 Crore Read More »