Author name: Kamalakanta Nayak

Cyclone Amphan Impact On Paradeep

ଏବେ ପାରାଦୀପରୁ ୧୮୦ କିମି ଦୂରରେ ରହିଛି ବାତ୍ୟା #Amphan | ବାତ୍ୟା ବର୍ତ୍ତମାନ ଘଣ୍ଟାପ୍ରତି ୧୧ କିମି ବେଗରେ ଗତି କରୁଛି | ପାରାଦୀପରେ ବର୍ତ୍ତମାନ ପ୍ରବଳ ବର୍ଷା ସାଙ୍ଗକୁ ୯୮ କିଲୋମିଟର ବେଗରେ ପବନ ବହୁଛି | ବାତ୍ୟା ଏବେ ପଶ୍ଚିମବଙ୍ଗର ଦୀଘାରୁ ୩୨୦ କିଲୋମିଟର ଦୂରରେ ଏବଂ ବାଲାଂଦେଶ ଠାରୁ ୪୮୦ କିଲୋମିଟର ଦୂରରେ ରହିଛି। ଆଜି ଦିନ ୧୨ଟାରୁ ୨ଟା ମଧ୍ୟରେ ଏହା ଓଡ଼ିଶା ଅତିକ୍ରମ କରିବ । ସେହିପରି ରାଜଧାନୀ […]

Cyclone Amphan Impact On Paradeep Read More »

BERANGA PRAJAPATI | ବେରଙ୍ଗ ପ୍ରଜାପତି

ବେରଙ୍ଗ ପ୍ରଜାପତି ଅପରାହ୍ନ ସୂର୍ଯ୍ୟର ତିର୍ଯକ୍ କିରଣ ଦିଗ୍‌ବଳୟ ପ୍ରସାରି ସବୁକ ପ୍ରାନ୍ତର, ଅନାବନା ଫୁଲ ଫୁଟି ଥିବା ଗଛସବୁକୁ ଏକ ଉଜ୍ବଳ ସ୍ବର୍ଣ୍ଣାଭ ଛିଟାରେ ଚିତ୍ରିତ କରୁଥିଲା | ମାତ୍ର ସବୁଠାରୁ ଉଜ୍ବଳ ଦିଶୁଥିଲେ,ସେଠାରେ ଉଡ଼ି ବୁଲୁଥିବା ରଙ୍ଗୀନ ଚିତ୍ରିତ ପ୍ରଜାପତିମାନେ | ବିଭିନ୍ନ ରଙ୍ଗ ଓ ଆକୃତିର ହୋଇଥିଲେ ମଧ୍ୟ ସମସ୍ତେ ଏକା ପରି ଖୁବ୍ ମନଲୋଭା ଦିଶୁ ଥିଲେ। ସେଥିରୁ ଗୋଟିଏକୁ ଧରି ପାରନ୍ତା ହେଲେ! ପ୍ରଜାପତିଟିଏ ଧରିବା ପାଇଁ ପିଲାଟି ଅଣନିସ୍ବାଶୀ

BERANGA PRAJAPATI | ବେରଙ୍ଗ ପ୍ରଜାପତି Read More »

SALUTE TO OUAT MICRO BIOLOGIST STUDENTS

SALUTE TO OUAT MICRO BIOLOGIST STUDENTS https://youtu.be/0qBqExZiCFU Odisha krusi o baisayika biswabidyala adhinasta bigyan o kala mahavidyala ra anujiba bigyan bibhag ra 21 jana chhatra chhatri covid 19 mukabila kshetra re karya karuchhanti. Semankara dusahasika karya pain corona mahamari ama rajyare ayata bhitare rahichhi. Esabu microbiologist mane… (all name with district). E paryanta samudaya 49

SALUTE TO OUAT MICRO BIOLOGIST STUDENTS Read More »

ପାଗଳା ବାବା | KSHIROD PARIDA

ସେ ପାଗଳଟା କେମିତି ଅଛି, ତା’ ଖବର ବୁଝୁଛୁ ତ ! କାମଦାମ ସାରି ବୁଲୁଥିବ କେଉଠିଁ ନା କେଉଁଠି ଘରକୁ ଫେରିବ ରାତି ସାଢ଼େଦଶ କି ଏଗାରରେ … ଆଜି ଖଟିକୁ ଆସି ନାହଁ କି ପାଗଳା ବାବା ? ହେଇ ଉଠିବ ଭୁସ୍ କରି ତ କହିବ- ଡାକରା ଆସିଗଲାଣି , ଯାଉଛି … ସତରେ ଭଲ ଲାଗେ ସଭିଙ୍କୁ ପାଗଳର ଲୀଳା ଖେଳା ହେଲେ କେହି ଭଲ ପାଆନ୍ତି କି ତାକୁ !

ପାଗଳା ବାବା | KSHIROD PARIDA Read More »

PURI RATHAJATRA UNCERTAINTY: NO DECISION YET ରଥଯାତ୍ରା ସଂପର୍କ ଖୁବଶୀଘ୍ର ନିଷ୍ପତ୍ତି

ରଥଯାତ୍ରା ହେବା ଉଚିତ କି ନୁହେଁ ? ଯୁକ୍ତି ବାଢିଲେ ସେବାୟତ , କହିଲେ ଯାତ୍ରା ଥରେ ବନ୍ଦ ହେଲେ ୧୨ ବର୍ଷ ହେବ ବନ୍ଦ….ସେପଟେ ସ୍ଥିତି ଭଲ ଥିଲେ ଯାତ୍ରା ରୋକିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଲେ ବରିଷ୍ଠ ସାମ୍ବାଦିକ…ଜୁନ ୨୩ରେ ଶ୍ରୀଜିଉଙ୍କ ଘୋଷଯାତ୍ରା | ଏଥିପାଇଁ ଆଉ ୨ ମାସର ସମୟ | ରଥଖଳାରେ ପହଞ୍ଚିସାରିଛି ରଥକାଠ | ତେବେ ରଥଯାତ୍ରାର ଆୟୋଜନ ଏବେ ଅନିଶ୍ଚିତତା ଘେରରେ | ଏହା ପଛରେ କାରଣ

PURI RATHAJATRA UNCERTAINTY: NO DECISION YET ରଥଯାତ୍ରା ସଂପର୍କ ଖୁବଶୀଘ୍ର ନିଷ୍ପତ୍ତି Read More »

Indian Railways prepares to resume train services

୧୫ରୁ ପୁଣି ଆରମ୍ଭ ହେବ ରେଳ ସେବା! ଏପ୍ରିଲ୍ ୧୫ରୁ ପୁଣି ଆରମ୍ଭ ହୋଇପାରେ ଯାତ୍ରୀବାହୀ ରେଳ ସେବା | ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ରେଳ ମନ୍ତ୍ରାଳୟ | ଟ୍ରେନ୍ ସେବା ଆରମ୍ଭ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଭାଗ। ବର୍ତ୍ତମାନ ଆଇଆରସିଟିସି ୱେବସାଇଟକୁ ଚାଲୁ ରଖାଯାଇଛି | ତେବେ ଯାତ୍ରୀମାନେ ଏପ୍ରିଲ୍ ୧୫ରୁ କିମ୍ବା ୨୧ ଦିନର ଲକଡାଉନ ସରିବା ପରେ ଟିକେଟ୍ ବୁକ୍ କରିପାରିବେ ବୋଲି କୁହାଯାଉଛି | ରେଲୱେ ପକ୍ଷରୁ

Indian Railways prepares to resume train services Read More »