Author name: Kamalakanta Nayak

CUTTACK EVICTION FOR SCB

କଟକରେ ମେଡିକାଲ ସମ୍ପ୍ରସାରଣ ଲାଗି ଉଚ୍ଛେଦ  ମଠ,ମନ୍ଦିର ସହ ଅନ୍ୟ ଧର୍ମାନୁଷ୍ଠାନ ଉଚ୍ଛେଦ ହେବ । ପ୍ରଥମ ପର୍ଯ୍ୟାୟରେ ତାଳଦଣ୍ଡା କେନାଲ ଚାରିପାଖରେ ଥିବା ବିଭିନ୍ନ ମଠ ଓ ମନ୍ଦିରର ଉଚ୍ଛେଦ କରାଯିବ । ସେହିପରି ସିଏମସି ଓ ଜିଲ୍ଲା ପ୍ରଶାସନର ସର୍ଭେ ଅନୁସାରେ ୫୪୫ ଘର , ୮୮ ଦୋକାନ ଘର, କଟକ ମହାନଗର ନିଗମର ୩୦ ଟି ଦୋକାନ, ଧର୍ମାନୁଷ୍ଠାନ ଓ କ୍ଲବ ୧୭ , ୧୪ ଷ୍ଟ୍ରୀଟ ଭେଣ୍ଡର ରହିଥିବା ଜଣାପଡ଼ିଛି । […]

CUTTACK EVICTION FOR SCB Read More »

BANAKALAGI SRIMANDIRA PURI

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି । ଶ୍ରୀଜୀଉଙ୍କର ଶ୍ରୀମୁଖର ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ସାଧାରଣ ଦର୍ଶନକୁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ | ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଦତ୍ତ ମହାପାତ୍ର ସେବକଙ୍କ ଦ୍ବାରା ବନକଲାଗି ଗୁପ୍ତସେବା ସମ୍ପାଦନ କରାଯିବ । ଦ୍ବିତୀୟ ଭୋଗ ମଣ୍ଡପ ପରେ ଅପରାହ୍ନ ୪ରୁ ରାତି ୮ଟା ପର‌୍ୟ୍ୟନ୍ତ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ

BANAKALAGI SRIMANDIRA PURI Read More »

Delhi Assembly Election Results 2020

All eyes will be on 21 counting centres across Delhi where postal ballots and electronic voting machines (EVMs) will be opened and votes tallied on February 11 to declare the winners of the 70 Assembly constituencies of the national capital. ଆସନ୍ତାକାଲି ଆସିବ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ | ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି | ଏକଜିଟ ପୋଲ ଅନୁସାରେ

Delhi Assembly Election Results 2020 Read More »

ମହାକାଶରେ କିଏ କରିବ ଇଡଲି ସମ୍ବର?

ମହାକାଶରେ ମିଳିବ ଇଡଲି ସମ୍ବର, ଉପମା ଆଉ ହାଲୱା ଭେଜ ଆଉ ଅଣ୍ଡା ରୋଲ…. ପୁଲାଉ ସହ ନଡିଆ ଚଟଣୀ ବି ମିଳିବ ଖାଇବା ବି ପୂରା ଗରମାଗରମ ମିଳିବ ଆପଣ ଭାବୁଥିବେ ମହାକାଶରେ ଏମତି ଖାଇବା କିଏ ତିଆରି କରିବ? ମହାକାଶଚାରୀ ଏତେ ପ୍ରକାରର ଖାଇବା ନିଜ ସାଙ୍ଗର କେମିତି ନେବେ? ପୁଣି ଖାଇବାକୁ ଗରମ କେମିତି କରିବେ? ଖାଇବା ଖରାପ ହେଇଯିବନି ତ? କାରଣ ପୂର୍ବରୁ ତ ଏମିତି କେବେ ବି ଘଟନି ଏଭଳି

ମହାକାଶରେ କିଏ କରିବ ଇଡଲି ସମ୍ବର? Read More »

ALL IN ONE EXIT POLL DELHI-2020 ELECTION

ଇଣ୍ଡିଆ ଟୁଡେ ,ଟାଇମ୍ସ ନାଓ , ରିପବ୍ଲିକ୍‌ ଟିଭି, ନ୍ୟୁ-ଏକ୍ସ, ଇଣ୍ଡିଆ ଟିଭି, ଜନ୍‌ କି ବାତ୍‌, ଟିଭି ୯ ଭାରତବର୍ଷ ଓ ଇଣ୍ଡିଆନ୍‌ ନିଉଜ୍‌ ପକ୍ଷରୁ ସର୍ଭେ ଆସନ୍ତୁ ଜାଣିବା କ’ଣ କହିଛି ଏକ୍‌ଜିଟ୍‌ ପୋଲ୍‌। ଦିଲ୍ଲୀରେ କେଉଁ ଦଳକୁ ମିଳିବ କେତେ ଆସନ? ଏକ୍‌ଜିଟ୍‌ ପୋଲ         ଆପ    ବିଜେପି    କଂଗ୍ରେସ ଇଣ୍ଡିଆ ଟୁଡେ ଆକ୍ସିସ  59-68 02-11 00 ଏବିପି-ସି ଭୋଟର     42-54  4-16   0-4

ALL IN ONE EXIT POLL DELHI-2020 ELECTION Read More »

CORONA-SCB-UPDATE

ଓଡ଼ିଶାରେ କରୋନା ଭାଇରସ ଅପଡେଟ୍  ରାଜ୍ୟରେ ପୁଣି ଆଉ ଜଣେ କରୋନା ସନ୍ଦିଗ୍ଧ | ଚୀନ୍ ଫେରନ୍ତା ଓଡ଼ିଆଙ୍କ ଉପରେ ଏବେ ସତର୍କ ଦୃଷ୍ଟି ରଖାଯାଉଚି | କଟକ ବଡ଼ ମେଡିକାଲରେ ପୂର୍ବରୁ ଭର୍ତ୍ତି ହୋଇଥିବା ଫୁଲବାଣୀର ଡ଼ାକ୍ତରୀ ଛାତ୍ରଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ସେପଟେ ନୀରିକ୍ଷଣରେ ଥିବା ଆଉ ଜଣେ ଯୁବତୀଙ୍କ ରିପୋର୍ଟ ପୁନେରୁ ତିନି ଦିନ ମଧ୍ୟରେ ଆସିବ । ମୋଟ ୭ ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ୬ ଜଣ ସୁସ୍ଥ

CORONA-SCB-UPDATE Read More »

T-20 IN BARABATI STADIUM

ବାରବାଟୀକୁ ଫେରିବ ଟି-୨୦ ଫିଭର ଆଇପିଏଲ ଢାଞ୍ଚାରେ ଓଡ଼ିଶାରେ ହେବ ଓସିଏଲ | ବାରବାଟୀକୁ ଫେରିବ କ୍ରିକେଟ କ୍ରେଜ | ପୂର୍ବରୁ ଓପିଏଲରେ ଥିବା ୮ ଫ୍ରାଞ୍ଚାଇଜିଙ୍କ ସହ ଆଲୋଚନା ପରେ ଓସିଏ କରିବାକୁ ଯାଉଛି ବଡ଼ ଘୋଷଣା | କେବଳ ଆନୁଷ୍ଠାନିକ ଭାବରେ ଓସିଏ ଏହାର ଘୋଷଣା କରିବା ବାକି ରହିଲା | ଏପରିକି ଏପ୍ରିଲ ମାସରେ ଏହାର ଆୟୋଜନ କରାଯିବ | ୨୦୧୧ରେ ୧୦ଟି ଟିମକୁ ନେଇ ଆରମ୍ଭ ହୋଇଥିଲା ଓପିଏଲ | ତେବେ

T-20 IN BARABATI STADIUM Read More »