- ଇଣ୍ଡିଆ ଟୁଡେ ,ଟାଇମ୍ସ ନାଓ , ରିପବ୍ଲିକ୍ ଟିଭି, ନ୍ୟୁ-ଏକ୍ସ, ଇଣ୍ଡିଆ ଟିଭି, ଜନ୍ କି ବାତ୍, ଟିଭି ୯ ଭାରତବର୍ଷ ଓ ଇଣ୍ଡିଆନ୍ ନିଉଜ୍ ପକ୍ଷରୁ ସର୍ଭେ
- ଆସନ୍ତୁ ଜାଣିବା କ’ଣ କହିଛି ଏକ୍ଜିଟ୍ ପୋଲ୍। ଦିଲ୍ଲୀରେ କେଉଁ ଦଳକୁ ମିଳିବ କେତେ ଆସନ?
ଏକ୍ଜିଟ୍ ପୋଲ ଆପ ବିଜେପି କଂଗ୍ରେସ
ଇଣ୍ଡିଆ ଟୁଡେ ଆକ୍ସିସ 59-68 02-11 00
ଏବିପି-ସି ଭୋଟର 42-54 4-16 0-4
ସୁଦର୍ଶନ ନ୍ୟୁଜ୍ 40-45 24-28 1-2
ଟିଭି9 ଭାରତବର୍ଷ 54 15 01
ଇଣ୍ଡିଆ ଟୁଡେ-ନେତା 53-57 11-17 0-2
ରିପବ୍ଲିକ-ଜନ କି ବାତ୍ 48-61 9-21 0-1
ଟାଇମ୍ସ ନାଓ 44 26 00
ନ୍ୟୁଜ ଏକ୍ସ-ନେତା 55 14 01
ଇଣ୍ଡିଆ ଟିଭି 44 26 00