HAPPY BIRTHDAY ANUBHAV MOHANTY

୩୮ ବର୍ଷରେ ଅନୁଭବ ମହାନ୍ତି ।ଓଲିଉଡ ସୁପରଷ୍ଟାର ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ୩୮ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୮୧  ଡିସେମ୍ବର ୨୪ରେ କଟକରେ ଜନ୍ମ ହୋଇଥିଲେ ଅନୁଭବ।

୨୦୧୪ରେ ରାଜନୀତି କ୍ୟାରିୟର ଆରମ୍ଭ 

୨୦୧୪ରେ ବର୍ଷାଙ୍କୁ ବିବାହ

୨୦୧୪ରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ

ଶେଷଥର ପାଇଁ ଅନୁଭବଙ୍କୁ ଫିଲ୍ମ ‘ବିଜୁବାବୁ’ରେ ଦେଖିବାକୁ ମିଳିଥିଲା।

Leave a Comment

Your email address will not be published. Required fields are marked *