ରୋଗୀଙ୍କ ପାଇଁ ଚିନ୍ତା, ପ୍ରିତିଦିନ ୧୦ ଜଣ କରିବେ ରକ୍ତଦାନ

ରୋଗୀଙ୍କ ପାଇଁ ଚିନ୍ତା, ପ୍ରିତିଦିନ ୧୦ ଜଣ କରିବେ ରକ୍ତଦାନ

ପ୍ରତିଦିନ ୧୦ ଜଣ କରିବେ ରକ୍ତଦାନ | ଚାରିଆଡେ କରୋନାକୁ ନେଇ ଲକଡାଇନ | ଏହାରି ଭିତରେ ରୋଗୀଙ୍କ ପାଇଁ ଚିନ୍ତା | କାଳେ ରକ୍ତର ଅଭାବ ହେବ, ସେଥିପାଇଁ କଟକ ରେଡ଼କ୍ରସଭବନରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି | ଏହି ଶିବିରରେ ରାଜ୍ୟସଭା ସାଂସଦ ସୁବାସ ସିଂ ଏବଂ କଟକର ପୂର୍ବତନ ସ୍ବାସ୍ଥ୍ୟ କମିଟି ଅଧକ୍ଷ ରଂଜନ କୁମାର ବିଶ୍ବାଳ ଯୋଗ ଦେଇଥିଲେ ।ବର୍ତ୍ତମାନ ସାରା ଦେଶରେ କରୋନା ପାଇଁ ଲକଡାଉନ | ଫଳରେ ଅନେକ ସମୟରେ ରୋଗୀ ରକ୍ତ ନ ପାଇ ଅସୁବିଧାରେ ପଡ଼ୁଛନ୍ତି | ପ୍ରତିଦିନ ରଂଜନ କୁମାର ବିଶ୍ବାଳଙ୍କ ନେତୃତ୍ବରେ ୧୦ ଜଣ ସ୍ବେଚ୍ଛାସେବୀ ରକ୍ତଦାନ କରିବେ | ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି |

Leave a Comment

Your email address will not be published. Required fields are marked *