Offline Ticket From 16 December
ଭାରତ-ଇଣ୍ଡିଜ ଦିନିକିଆ ମ୍ୟାଚ ପାଇଁ ୧୬ରୁ ଆରମ୍ଭ ହେବ ଅଫ୍ ଲାଇନ୍ ଟିକେଟ। ଟିକେଟ୍ ପାଇଁ ପ୍ରବଳ ଆଗ୍ରହକୁ ନଜରରେ ରଖି ଖୋଲାଯିବ ୧୨ ଟିକେଟ୍ କାଉଣ୍ଟର । ଡିସେମ୍ବର ୧୬ ଓ ୧୭ରେ ଅନୁମୋଦିତ ସଂସ୍ଥା, ସ୍କୁଲ ଓ କ୍ଲବ୍କୁ ଦିଆଯିବ ଦିନିକିଆ ମ୍ୟାଚ୍ ପାଇଁ ଟିକେଟ। ୧୯ ଓ ୨୦ରେ ବାରବାଟୀ ଷ୍ଟାଡିୟମ କାଉଣ୍ଟରରେ ଏହି ଟିକଟ ମିଳିଵ। ପ୍ରତି ଗ୍ୟାଲେରୀରେ ଦର୍ଶକ ପାଇଁ ରହିବ ହେଲ୍ପ ଡେସ୍କ । ଏ ନେଇ ସୂଚନା […]
Offline Ticket From 16 December Read More »