ODISHA READY TI FIGHT WITH CORONA
ଓଡ଼ିଶାରେ କରୋନା ପାଇଁ ପ୍ରସ୍ତୁତି ସାରା ବିଶ୍ବରେ କରୋନା ଭାଇରସ ଆତଙ୍କ | ଓଡ଼ିଶାରେ ବି ପ୍ରସ୍ତୁତି | ରାଜ୍ୟର ବିଭିନ୍ନ ହସ୍ପିଟାଲରେ କରାଯାଇଛି ଆଇସୋଲେସନ୍ ୱାର୍ଡ | ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ବିଜୁ ପଟ୍ଟନାୟକ ବିମାନବନ୍ଦରରୁ କେବଳ ମାଲେସିଆକୁ ସିଧାସଳଖ ବିମାନ ଯାଉଛି | ସେଥିପାଇଁ ମାଲେସିଆ ପଟୁ କରୋନା ଭୂତାଣୁ ଆସିବା ଆଶଙ୍କା ରହିଛି | ସେଥଇପାଇଁ ସମସ୍ତ ଜିଲ୍ଲାର ସିଡିଏମ୍ଓଙ୍କୁ ନେଇ କରୋନା ଭୂତାଣୁ ସଂପର୍କିତ ଆଲୋଚନା […]
ODISHA READY TI FIGHT WITH CORONA Read More »