FLIGHTS BETWEEN JHARSHUGUDA-KOLKATA BEGINS

କୋଲକାତାରୁ ଝାରସୁଗୁଡ଼ା ବିମାନସେବା ଆରମ୍ଭ କୋଲକାତାରୁ ସିଧା ଝାରସୁଗୁଡ଼ା । ସେହିପରି ଝାରସୁଗୁଡ଼ାରୁ ବିମାନରେ ବସି ଏଥର ଆପଣ କୋଲକାତା ଯାଇପାରିବେ । ଉଭୟ ଝାରସୁଗୁଡ଼ା ଓ କୋଲକାତାବାସୀଙ୍କ ପାଇଁ ଖୁସି ଖବର । କାରଣ ଏଣିକି ଉଭୟ କୋଲକାତା ଓ ଝାରସୁଗୁଡ଼ାରୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଯାଇଛି। ଏୟାର ଇଣ୍ଡିଆର ଏଲାୟନ୍‌ସ ଏୟାର ଏହି ସେବା ଆରମ୍ଭ କରିଛି । ଉଡାନ୍-୩ ଯୋଜନା ଅଧୀନରେ ଏବେ କୋଲକାତାରୁ ଝାରସୁଗୁଡ଼ା ମଧ୍ୟରେ ବିମାନ ଚଳାଚଳ କରିବ […]

FLIGHTS BETWEEN JHARSHUGUDA-KOLKATA BEGINS Read More »