T-20 IN BARABATI STADIUM

ବାରବାଟୀକୁ ଫେରିବ ଟି-୨୦ ଫିଭର ଆଇପିଏଲ ଢାଞ୍ଚାରେ ଓଡ଼ିଶାରେ ହେବ ଓସିଏଲ | ବାରବାଟୀକୁ ଫେରିବ କ୍ରିକେଟ କ୍ରେଜ | ପୂର୍ବରୁ ଓପିଏଲରେ ଥିବା ୮ ଫ୍ରାଞ୍ଚାଇଜିଙ୍କ ସହ ଆଲୋଚନା ପରେ ଓସିଏ କରିବାକୁ ଯାଉଛି ବଡ଼ ଘୋଷଣା | କେବଳ ଆନୁଷ୍ଠାନିକ ଭାବରେ ଓସିଏ ଏହାର ଘୋଷଣା କରିବା ବାକି ରହିଲା | ଏପରିକି ଏପ୍ରିଲ ମାସରେ ଏହାର ଆୟୋଜନ କରାଯିବ | ୨୦୧୧ରେ ୧୦ଟି ଟିମକୁ ନେଇ ଆରମ୍ଭ ହୋଇଥିଲା ଓପିଏଲ | ତେବେ […]

T-20 IN BARABATI STADIUM Read More »