Australian Hunters to Kill 10,000 Camels from Helicopters
https://www.youtube.com/watch?v=EfBqTvdBEO8ଅଷ୍ଟ୍ରେଲିଆରେ ଓଟ ଖାଇବେ ଗୁଳି। କାରଣ ସେମାନଙ୍କ ଦୋଷ, ସେମାନେ ଅଧିକ ପାଣି ପିଉଛନ୍ତି। ଅଷ୍ଟ୍ରେଲିଆରେ ବିଚିତ୍ର ସ୍ଥିତି। ଗୋଟିଏ ପଟେ ନିଆଁରେ ଜଳୁଥିବା ପଶୁ ପକ୍ଷୀଙ୍କୁ ବଞ୍ଚାଇବାକୁ ଚେଷ୍ଟା। ଆଉ ଗୋଟେ ପଟେ ପାଣିର ଅଭାବ ବଢ଼ାଉଥିବା କାରଣରୁ ୧୦ ହଜାର ଓଟଙ୍କୁ ଗୁଳି ନିର୍ଦ୍ଦେଶ ଦିଆଯାଇଛି। ହେଲିକପ୍ଟରରୁ ଓଟଙ୍କୁ ଗୁଳି କରିବେ ପେସାଦାର ସୁଟର୍ । ଅଷ୍ଟ୍ରେଲିଆ ଜଙ୍ଗଲରେ ବଢୁଛି ଓଟଙ୍କ ସଂଖ୍ୟା । ସେଥିପାଇଁ ପାନୀୟ ଜଳ ସମସ୍ୟା ସୃଷ୍ଟି ହେଉଛି। ଓଟମାନେ ଅଧିକ ପାଣି […]
Australian Hunters to Kill 10,000 Camels from Helicopters Read More »