SUSHANT SINGH RAJPUT DEATH TIMELINE

ସୁଶାନ୍ତ-ସିବିଆଇ-ସସପେନ୍ସ ସୁଶାନ୍ତ ମୃତ୍ୟୁକୁ ନେଇ ମୂଳରୁ ହିଁ ଥିଲା ସସପେନ୍ସ । ରିୟା, ବଲିଉଡ ଓ ଆର୍ଥିକ କାରବାର । ପ୍ରତିଦିନ ମାମଲାକୁ ନେଇ ଆସିଥିଲା ନୂଆ ନୂଆ ଦିଗ । ଫ୍ୟାନ୍ସ, ନେତା ଓ ଅଭିନେତା । ସମସ୍ତେ ଏହି ଅଭିଯାନରେ ସାମିଲ ହୋଇଥିଲେ । ତେବେ କିଭଳି ଥିଲା 14 ଜୁନରୁ 19 ଅଗଷ୍ଟ ପର୍ଯ୍ୟନ୍ତ ଘଟଣାକ୍ରମ ?  14 ଜୁନ – ମୁମ୍ବାଇରୁ ମିଳିଲା ସୁଶାନ୍ତଙ୍କ ମୃତଦେହ । ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା […]

SUSHANT SINGH RAJPUT DEATH TIMELINE Read More »