ODISHA SAMPARK KRANTI EXPRESS LEAVES BEHIND BOGGIES
ଦୁଇ ଦୁଇ ଥର ବଗି ଛାଡ଼ି ପଳାଇଲା ଓଡ଼ିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍ ତେବେ ଟ୍ରେନ୍ରେ ଆସୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି | ଏ ନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇ ଅଧିକାରୀ | ଆଜି ସକାଳେ ଦିଲ୍ଲୀର ଆନନ୍ଦ ବିହାରରୁ ବାହାରିଥିଲା ‘ଓଡ଼ିଶା ସମ୍ପର୍କ କ୍ରାନ୍ତି’ ଏକ୍ସପ୍ରେସ୍ | ତେବେ ଦୁଇ ଦୁଇ ଥର ବଗି ଛାଡ଼ି ପଳାଇଥିଲା। ଟ୍ରେନ | ପ୍ରଥମେ ଆନନ୍ଦ ବିହାର ଛାଡ଼ିବା ପରେ ଏବଂ ଆଉଥରେ ହାଥରାସ୍ ଷ୍ଟେସନ୍ରେ […]
ODISHA SAMPARK KRANTI EXPRESS LEAVES BEHIND BOGGIES Read More »