Devotees to fill self-declaration form for darshan in Puri
ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ପୁରୀ ଆସୁଥିଲେ… ଶ୍ରୀମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ନିର୍ଦ୍ଧିଷ୍ଟ ଫର୍ମ ପୂରଣ ବାଧ୍ୟତାମୂଳକ କରୋନା ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଦର୍ଶନାର୍ଥୀଙ୍କ ପରିବାରର କେହି ଗତ ୧୫ ଦିନ ବିଦେଶରୁ ଫେରିନାହାନ୍ତି ବୋଲି ଘୋଷଣା କରିବାକୁ ପଡ଼ିବ ୧୫ ଦିନ ଭିତରେ ଜର, ଥଣ୍ଡା ହୋଇଥିଲେ ଜଣାଇବାକୁ ପଡ଼ିବ ଶ୍ରୀମନ୍ଦିର ବାହାରେ ହେଲ୍ପ ଡେସ୍କରେ ଫର୍ମ ଯୋଗାଇ ଦିଆଯିବ। ପୁରୀ ବସଷ୍ଟାଣ୍ଡ ଏବଂ ରେଳ ଷ୍ଟେସନରେ ବି ଫର୍ମ ମିଳିବ […]
Devotees to fill self-declaration form for darshan in Puri Read More »