THREE IN A ROW FOR ODISHA

ଗ୍ରୁପର ଶୀର୍ଷରେ ଓଡ଼ିଶା ରଣଜୀରେ ଓଡ଼ିଶାର ଦମଦାର ପ୍ରଦର୍ଶନ । ଲଗାତାର ତୃତୀୟ ବିଜୟ ସହ ଗ୍ରୁପ-ସିର ଶୀର୍ଷରେ ଓଡ଼ିଶା । ତିନିଟି ମ୍ୟାଚରୁ ୩ଟି ବିଜୟ ସହ ଓଡ଼ିଶା ଖାତାରେ ୨୧ ପଏଣ୍ଟ ରହିଛି । ଉତ୍ତରାଖଣ୍ଡକୁ ୧୦ ୱିକେଟରେ ହରାଇଛି ଟିମ୍‌ ଓଡ଼ିଶା । ଏହି ବିଜୟ ସହ ଓଡ଼ିଶାକୁ ୭ ପଏଣ୍ଟ ମିଳିଛି । ଶତକୀୟ ପାଳି ପାଇଁ ଶାନ୍ତନୁ ମିଶ୍ରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି ।

THREE IN A ROW FOR ODISHA Read More »