NO AVIANS WALK AT NANDANKANAN FROM JANUARY 28

ନନ୍ଦନକାନନର ପକ୍ଷୀ ବିହାର ବନ୍ଦ ଭୁବନେଶ୍ବରରେ ବାର୍ଡ ଫ୍ଲୁ ଆତଙ୍କ । ୨୮ ତାରିଖରୁ ନନ୍ଦନକାନନର ପକ୍ଷୀ ବିହାର ବନ୍ଦ । ଏ ସଂପର୍କରେ ସୂଚନା ଦେଇଛନ୍ତି ପ୍ରାଣୀଉଦ୍ୟାନ । ତେବେ ନନ୍ଦନକାନନର କେବଳ ପକ୍ଷୀ ବିହାର ବନ୍ଦ ହେବ । କିନ୍ତୁ ନନ୍ଦନକାନନ ବନ୍ଦ ହେବ ନାହିଁ ବୋଲି ନନ୍ଦନକାନନର ଉପନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି। ପରବର୍ତ୍ତୀ ଆଦେଶ ନ ମିଳିବା ପର୍ଯ୍ୟନ୍ତ ବନ୍ଦ ରହିବ ପକ୍ଷୀ ବିହାର । ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକ ପକ୍ଷୀଙ୍କ ସଂସ୍ପର୍ଶରେ […]

NO AVIANS WALK AT NANDANKANAN FROM JANUARY 28 Read More »