ODISHA FIGHTS CORONA

The Coronavirus Tally in Odisha crossed the 1000-mark

୧୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୦୫୪ ନୂଆ ୭୪ ପଜିଟିଭ୍ ଚିହ୍ନଟ ବୌଦ୍ଧରୁ ସର୍ବାଧିକ ୨୮ ଖୋର୍ଦ୍ଧାରେ ଜଣଙ୍କର ମୃତ୍ୟୁ ପୁଣି ରାଜ୍ୟରେ ନୂଆ ୭୪ ପଜିଟିଭ୍ ଚିହ୍ନଟ* ବୌଦ୍ଧ-୨୮,ପୁରୀ-୧୧,କଟକ-୯,ଖୋର୍ଦ୍ଧା-୭,ଗଞ୍ଜାମ-୬,ଯାଜପୁର-୬,ମାଲକାନଗିରି-୨,ବାଲେଶ୍ବର-୧,ଢେ଼ଙ୍କାନାଳ-୧,କନ୍ଧମାଳ-୧ ଏହି ଜିଲ୍ଲା ମାନଙ୍କରେ ଏତିକି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟର ମୃତ୍ୟୁ ସଂଖ୍ୟା ୬ ରେ ପହଞ୍ଚିଛି ମୃତକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ୭୦ ବର୍ଷୀୟ ବୃଦ୍ଧ … Malkangiri:2 Boudha:28 Puri (11) Cuttack (9) Khurda […]

The Coronavirus Tally in Odisha crossed the 1000-mark Read More »

Naveen Patnaik Claps For #COVID19 Fighters

ଥାଳି ଓ ତାଳି ବଜାଇ ସମର୍ଥନ ଜଣାଇଲେ ନବୀନ କରୋନା ପାଇଁ ଲଢୁଥିବା ହିରୋଙ୍କୁ ସଲାମ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଳି ଓ ଘଣ୍ଟ ବଜାଇ କରୋନା ବିପକ୍ଷରେ ଲଢୁଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଛନ୍ତି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଣ୍ଟ ଓ ଥାଳି ବଜାଇ ଡାକ୍ତର, ପୋଲିସ,ମିଡିଆ,ସଫେଇ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି | କରୋନା ମୁକାବିଲା ପାଇଁ ସାରା ଦେଶରେ ଜନତା କର୍ଫ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆହ୍ବାନ ଦେଇଥିଲେ | ସନ୍ଧ୍ୟା

Naveen Patnaik Claps For #COVID19 Fighters Read More »