odia story

STORY OF BLADE | କାହାଣୀ ବ୍ଲେଡର | SPECIAL REPORT

EXPLORE TIMES SPECIAL REPORT Why does a blade have that shape? Why are razor blades shaped like that? Are all razor blades the same? THIS VIDEO HAVE ALL THE ANSWER . WATCH AND KNOW THE STORY BEHIND BLADE.From shaving to cutting hair, in our daily life the blade is used. But have you ever wondered […]

STORY OF BLADE | କାହାଣୀ ବ୍ଲେଡର | SPECIAL REPORT Read More »

APEKHYA…

ଅପେକ୍ଷା…  ଅପେକ୍ଷା ତୁମେ ଗଲା ପରେ ଫୁଟୁ ନାହିଁ ଫୁଲ ଏଇ ମନ ବଗିଚାରେ ଏମିତି ଲାଗୁଛି ଯେମିତି ନିଶ୍ବାସ ଅଟକି ଯାଇଛି ହୃଦୟର କେଉଁ ନିସ୍ତବ୍ଧ କୋଣରେ…. ତଥାପି ତୁମକୁ ଅପେକ୍ଷା କରିଛି ଜାଣିନି ଫେରିବ କେଉଁ ଋତୁରେ ଦିନ ପରେ ଦିନ ଯାଏ ମାସ ପରେ ବର୍ଷ ଯାଏ ତଥାପି ଅଛି ମୁଁ ତୁମ ଅପେକ୍ଷାରେ… ପ୍ରତାରଣା ତୁମେ କରବନି କେବେ ସାଜିବନି ପ୍ରତାରକ ଦିନେ ନା ଦିନେ ଫେରିବ ଯେ ତୁମେ ଅଛି

APEKHYA… Read More »

ପାଗଳା ବାବା | KSHIROD PARIDA

ସେ ପାଗଳଟା କେମିତି ଅଛି, ତା’ ଖବର ବୁଝୁଛୁ ତ ! କାମଦାମ ସାରି ବୁଲୁଥିବ କେଉଠିଁ ନା କେଉଁଠି ଘରକୁ ଫେରିବ ରାତି ସାଢ଼େଦଶ କି ଏଗାରରେ … ଆଜି ଖଟିକୁ ଆସି ନାହଁ କି ପାଗଳା ବାବା ? ହେଇ ଉଠିବ ଭୁସ୍ କରି ତ କହିବ- ଡାକରା ଆସିଗଲାଣି , ଯାଉଛି … ସତରେ ଭଲ ଲାଗେ ସଭିଙ୍କୁ ପାଗଳର ଲୀଳା ଖେଳା ହେଲେ କେହି ଭଲ ପାଆନ୍ତି କି ତାକୁ !

ପାଗଳା ବାବା | KSHIROD PARIDA Read More »

Devi Darshan

ଦେବୀଦର୍ଶନ ମୁଁ ଗେଟ ଖୋଲୁ ଖୋଲୁ ବୃନୋ ମତେ କାକୁସ୍ଥ ହୋଇ ଚାହିଁଲା …ତା ପରେ ମୋ ଉପରକୁ କୁଦା ମାରି ମୋ ମୁହଁକୁ ଚାଟିବାରେ ଲାଗିଲା ….ମୁଁ ତଥାପି ଛୋଟେଇ ଛୋଟେଇ ଆଗକୁ ବଢିଲି …ବୃନୋ ମୋ ପାଦକୁ ତା ନଖରେ ରାମ୍ପୁଥାଏ …ପୁଣି ମୁହଁକୁ ଚାହୁଁଥାଏ… କିନ୍ତୁ ମୁଁ ସେମିତି ଚାଲିଥାଏ ….ସିଡିରେ ପାଦ ଦେଉ ଦେଉ …ଗେଟ ଖୋଲି ଦୌଡ଼ି ଆସି କକେଇ ପଚାରିଲେ -“କୁଆଡେ ଯାଇଥିଲୁ? ରାତି ଏଗାରଟା ହେଲାଣି?…ତୁ ଜାଣିଚୁ

Devi Darshan Read More »

କୁଆଡେ ଗଲା ମୋ ‘ବୋଉ’

କୁଆଡେ ଗଲା ମୋ ବୋଉ ?? ମନରେ ଯାର ଥିଲା ସଂସାର  ପରିବାରର  ଚିନ୍ତା ଅଥଚ ଆଖିରେ ତାର ଭରି ରହିଥିଲା  ବଞ୍ଚି ବଞ୍ଚାଇବାର, ହସି   ହସେଇବାର ଆଗ୍ନେୟ  ପିପାସା   ସେ ବୋଉ ଆଉ ନାହିଁ !! କୁଆଡେ ଗଲା ମୋ ବୋଉ ??   ହୃଦୟରେ ଅନେକ କଷ୍ଟକୁ ଚାପି ରାଗ ରୋଷକୁ ଭୁଲି ଯିଏ ଅନ୍ୟର  ହୃଦୟରେ ପୋତୁଥିଲା ସ୍ନେହର ଚାରା… ସବୁ ଦୁଃଖକୁ ଉତାରିବାକୁ, ସ୍ନେହ ଡୋରିରେ  ସମସ୍ତଙ୍କୁ ବାନ୍ଧିବାକୁ   ସେ ବୋଉ

କୁଆଡେ ଗଲା ମୋ ‘ବୋଉ’ Read More »

ମୋଦି ଜୀଙ୍କୁ ଚିଠି…ମୁଁ ଏ ଦେଶର ଝିଅ କହୁଛି …

-:ମୁଁ ଏ ଦେଶର ଝିଅ କହୁଛି ।ଝିଅ କହିବା ଆଗରୁ ଡର ବି ଲାଗୁଛି ।ଯେଉଁଠି ଝିଅ ,ସେଇଠି ରାତି ,ସେଇଠି ବଳତ୍କାର ,ସେଇଠି ହତ୍ୟା । -:ମୋର ଶିକ୍ଷିତ ହେବାର ଆବଶ୍ୟକ ନାହିଁ ,କୌଣସି ପୁରୁଷ ସହ ସମାସ୍କନ୍ଧ ହେବାର ନାହିଁ ,ମୋର କୌଣସି ଡିଗ୍ରୀ ବି ଦରକାର ନାହିଁ ,। ମୁଁ ଚାହେଁ ମୋତେ ମିଳିଥିବା ଆୟୁଷକୁ ମୁଁ ଯେମିତି ନିଷ୍କଟଙ୍କ ଭାବରେ ଭୋଗିପାରେ । -ନୂଆ ଶାସନରେ ଅନେକ କିଛି ବଦଳିଲା ।ଲୋକମାନେ

ମୋଦି ଜୀଙ୍କୁ ଚିଠି…ମୁଁ ଏ ଦେଶର ଝିଅ କହୁଛି … Read More »