ପାଗଳା ବାବା | KSHIROD PARIDA
ସେ ପାଗଳଟା କେମିତି ଅଛି, ତା’ ଖବର ବୁଝୁଛୁ ତ ! କାମଦାମ ସାରି ବୁଲୁଥିବ କେଉଠିଁ ନା କେଉଁଠି ଘରକୁ ଫେରିବ ରାତି ସାଢ଼େଦଶ କି ଏଗାରରେ … ଆଜି ଖଟିକୁ ଆସି ନାହଁ କି ପାଗଳା ବାବା ? ହେଇ ଉଠିବ ଭୁସ୍ କରି ତ କହିବ- ଡାକରା ଆସିଗଲାଣି , ଯାଉଛି … ସତରେ ଭଲ ଲାଗେ ସଭିଙ୍କୁ ପାଗଳର ଲୀଳା ଖେଳା ହେଲେ କେହି ଭଲ ପାଆନ୍ତି କି ତାକୁ ! […]
ପାଗଳା ବାବା | KSHIROD PARIDA Read More »