odia poem

APEKHYA…

ଅପେକ୍ଷା…  ଅପେକ୍ଷା ତୁମେ ଗଲା ପରେ ଫୁଟୁ ନାହିଁ ଫୁଲ ଏଇ ମନ ବଗିଚାରେ ଏମିତି ଲାଗୁଛି ଯେମିତି ନିଶ୍ବାସ ଅଟକି ଯାଇଛି ହୃଦୟର କେଉଁ ନିସ୍ତବ୍ଧ କୋଣରେ…. ତଥାପି ତୁମକୁ ଅପେକ୍ଷା କରିଛି ଜାଣିନି ଫେରିବ କେଉଁ ଋତୁରେ ଦିନ ପରେ ଦିନ ଯାଏ ମାସ ପରେ ବର୍ଷ ଯାଏ ତଥାପି ଅଛି ମୁଁ ତୁମ ଅପେକ୍ଷାରେ… ପ୍ରତାରଣା ତୁମେ କରବନି କେବେ ସାଜିବନି ପ୍ରତାରକ ଦିନେ ନା ଦିନେ ଫେରିବ ଯେ ତୁମେ ଅଛି […]

APEKHYA… Read More »

ପାଗଳା ବାବା | KSHIROD PARIDA

ସେ ପାଗଳଟା କେମିତି ଅଛି, ତା’ ଖବର ବୁଝୁଛୁ ତ ! କାମଦାମ ସାରି ବୁଲୁଥିବ କେଉଠିଁ ନା କେଉଁଠି ଘରକୁ ଫେରିବ ରାତି ସାଢ଼େଦଶ କି ଏଗାରରେ … ଆଜି ଖଟିକୁ ଆସି ନାହଁ କି ପାଗଳା ବାବା ? ହେଇ ଉଠିବ ଭୁସ୍ କରି ତ କହିବ- ଡାକରା ଆସିଗଲାଣି , ଯାଉଛି … ସତରେ ଭଲ ଲାଗେ ସଭିଙ୍କୁ ପାଗଳର ଲୀଳା ଖେଳା ହେଲେ କେହି ଭଲ ପାଆନ୍ତି କି ତାକୁ !

ପାଗଳା ବାବା | KSHIROD PARIDA Read More »

କୁଆଡେ ଗଲା ମୋ ‘ବୋଉ’

କୁଆଡେ ଗଲା ମୋ ବୋଉ ?? ମନରେ ଯାର ଥିଲା ସଂସାର  ପରିବାରର  ଚିନ୍ତା ଅଥଚ ଆଖିରେ ତାର ଭରି ରହିଥିଲା  ବଞ୍ଚି ବଞ୍ଚାଇବାର, ହସି   ହସେଇବାର ଆଗ୍ନେୟ  ପିପାସା   ସେ ବୋଉ ଆଉ ନାହିଁ !! କୁଆଡେ ଗଲା ମୋ ବୋଉ ??   ହୃଦୟରେ ଅନେକ କଷ୍ଟକୁ ଚାପି ରାଗ ରୋଷକୁ ଭୁଲି ଯିଏ ଅନ୍ୟର  ହୃଦୟରେ ପୋତୁଥିଲା ସ୍ନେହର ଚାରା… ସବୁ ଦୁଃଖକୁ ଉତାରିବାକୁ, ସ୍ନେହ ଡୋରିରେ  ସମସ୍ତଙ୍କୁ ବାନ୍ଧିବାକୁ   ସେ ବୋଉ

କୁଆଡେ ଗଲା ମୋ ‘ବୋଉ’ Read More »