Odia literature

ସତ ଶୁଣିବାର ସମୟ ଆସିଯାଇଛି,ସତ ଶୁଣନ୍ତୁ ଓ ପାଳନ କରନ୍ତୁ- ଚିନ୍ମୟୀ ବାରିକ

ଅନୁଚିନ୍ତା-3 ଚିନ୍ମୟୀ ବାରିକ ଏବେ ଗୋଟିଏ ପୋଷ୍ଟ ପଢିଲି ।ଲେଖା ଅଛି – “ବାଗଚୀଙ୍କୁ ଶୁଣିଲେ ଅବସାଦ ଓ ରୋଗଗ୍ରସ୍ଥ ହୋଇଯିବେ ।ସଚେତନତା କମ୍ ,ଆତଙ୍କ ବେଶୀ ” । ହା ହା ..। ଏ ହେଉଛି ଆମର ମାନସିକତା । ସତ ଶୁଣିବାର ସମୟ ଆସି ଯାଇଛି ।ସତ ଶୁଣନ୍ତୁ ଓ ପାଳନ କରନ୍ତୁ । ସଂକଟ ସମୟରେ ଆତଙ୍କିତ ହେବେ ଅବା ଯୁଦ୍ଧ କରିବେ ଏହା ନିଜ ଉପରେ ନିର୍ଭର କରେ ।ଆଜି ଯଦି […]

ସତ ଶୁଣିବାର ସମୟ ଆସିଯାଇଛି,ସତ ଶୁଣନ୍ତୁ ଓ ପାଳନ କରନ୍ତୁ- ଚିନ୍ମୟୀ ବାରିକ Read More »

କୁଆଡେ ଗଲା ମୋ ‘ବୋଉ’

କୁଆଡେ ଗଲା ମୋ ବୋଉ ?? ମନରେ ଯାର ଥିଲା ସଂସାର  ପରିବାରର  ଚିନ୍ତା ଅଥଚ ଆଖିରେ ତାର ଭରି ରହିଥିଲା  ବଞ୍ଚି ବଞ୍ଚାଇବାର, ହସି   ହସେଇବାର ଆଗ୍ନେୟ  ପିପାସା   ସେ ବୋଉ ଆଉ ନାହିଁ !! କୁଆଡେ ଗଲା ମୋ ବୋଉ ??   ହୃଦୟରେ ଅନେକ କଷ୍ଟକୁ ଚାପି ରାଗ ରୋଷକୁ ଭୁଲି ଯିଏ ଅନ୍ୟର  ହୃଦୟରେ ପୋତୁଥିଲା ସ୍ନେହର ଚାରା… ସବୁ ଦୁଃଖକୁ ଉତାରିବାକୁ, ସ୍ନେହ ଡୋରିରେ  ସମସ୍ତଙ୍କୁ ବାନ୍ଧିବାକୁ   ସେ ବୋଉ

କୁଆଡେ ଗଲା ମୋ ‘ବୋଉ’ Read More »